Latest Odisha News

BREAKING NEWS

ଭୁବନେଶ୍ୱରରେ ମହିଳା ହୋମର୍ଗାଡଙ୍କ ଆତ୍ମାହୂତି ଉଦ୍ୟମ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଜଣେ ମହିଳା ହୋମର୍ଗାଡ ନିଜ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଛନ୍ତି ।

ସୂଚନା ଅନୁଯାୟୀ ଏହି ମହିଳା ହୋମର୍ଗାଡ ଜଣଙ୍କ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପୋଲିସ ତାଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛି, ଏଥିସହିତ ତାଙ୍କ ଗୋଡରେ ନିଆଁ ଲାଗି କିଛି ଅଂଶ ପୋଡି ହୋଇଯାଇଛି ।

ତାଙ୍କ ଗୋଡରେ ନିଆଁ ଲାଗି ପୋଡିଯାଇଥିବା ବେଳେ ଏହା ପଛରେ ଥିବା କାରଣ ସମ୍ପର୍କରେ ପଚାରିବାରୁ ମହିଳା ହୋମର୍ଗାଡ ଜଣଙ୍କ କହିଥିଲେ ଯେ “ଡ୍ୟୁଟି ନିମନ୍ତେ ଡିସିପି ତାଙ୍କୁ କୌଣସି କାର୍ଯ୍ୟ ଦେଉନାହାନ୍ତି ।”

Leave A Reply

Your email address will not be published.