Latest Odisha News

BREAKING NEWS

ଲାଲୁ ଯାଦବଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୯ ସୁରକ୍ଷା କର୍ମୀଙ୍କୁ କରୋନା

ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କ ସୁରକ୍ଷାରେ ମୁତୟନ ୯ ସୁରକ୍ଷା କର୍ମୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଡ୍ୟୁଟି ବର୍ତ୍ତମାନ ବାଦ ଦିଆଯାଇଛି ।

ଲାଲୁଙ୍କୁ ବର୍ତ୍ତମାନ କେଲି ଡାଇରେକ୍ଟର୍ସ ବଙ୍ଗଳାରେ ରଖାଯାଇଛି । କିଛି ଦିନ ପୂର୍ବରୁ ଲାଲୁ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସସେସ୍‌(ରିମ୍ସ)ରେ ଭର୍ତ୍ତି କରାଯାଇଥିଲା । ସେଠାରେ କୋଭିଡ କେସ୍ ବଢିବାରୁ ତାଙ୍କୁ କେଲି ଡାଇରେକ୍ଟର୍ସ ବଙ୍ଗଳାକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.