Latest Odisha News

BREAKING NEWS

Browsing Tag

Lalu prasad yadav

ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ : ରେଳବାଇ ଚାକିରି ଦେଇ ଜମି ନେବା ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଲାଲୁଙ୍କ ସହ ତାଙ୍କ ପତ୍ନୀ ରାବିଡି ଦେବୀ, ଝିଅ ମିସା ଭାରତୀ ଏବଂ  ଅନ୍ୟ ୧୩ ଜଣଙ୍କ ନାମ ଚାର୍ଜସିଟରେ ଅଭିଯୁକ୍ତ…

ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି । ଏମ୍ସରେ ଚିକିତ୍ସିତ ହେଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଖବର ପ୍ରକାଶିତ ହୋଇଥିଲା ।   ଲାଲୁଙ୍କ ଶରୀର ନିସ୍ତେଜ ହେବାରେ ଲାଗିଛି …

ବଢ଼ିଲା ଲାଲୁଙ୍କ ଅଡୁଆ: ନୂଆ ଦୁର୍ନୀତି ମାମଲାରେ ଛନ୍ଦି ହେଲେ, ୧୫ଟି ସ୍ଥାନରେ ସିବିଆଇର ରେଡ୍

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ବଢ଼ିଲା । ଗୋଖାଦ୍ୟ ଦୁର୍ନୀତି ମାମଲାରେ ବେଲ୍ ମିଳିବାର ସପ୍ତାହେ ପରେ ତାଙ୍କ ନାଁରେ ନୂଆ ଦୁର୍ନୀତି ମାମଲା ରୁଜୁ କରିଛି ସିବିଆଇ । ବିହାରରେ ମୁଖ୍ୟମନ୍ତ୍ରୀ ଥିବା ବେଳେ ନିଯୁକ୍ତିରେ…

ଲାଲୁଙ୍କ ଘରେ ବାଜିବ ଶାହନାଇ, ବାହା ହେବେ ତେଜସ୍ୱୀ

ପାଟଣା: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଘରେ ପୁଣି ଥରେ ବାଜିବ ଶାହନାଇ । ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ସାନ ପୁଅ ତେଜସ୍ୱୀ ଯାଦବ । ବାହାଘରକୁ ନେଇ ଆସିଲା ବଡ଼ ଖବର । ଖୁବଶୀଘ୍ର ବରବେଶରେ ସଜେଇ ହେବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ । କାଲି ଦିଲ୍ଲୀରେ…

ଡିଏଲ୍‌ଏଫ୍‌ ଲାଞ୍ଚ କାରବାର ମାମଲା: ଲାଲୁ ପ୍ରସାଦଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ: ଏନ୍‌ଡିଟିଭି ରିପୋର୍ଟ ଅନୁଯାୟୀ ଡିଏଲ୍‌ଏଫ୍‌ ଲାଞ୍ଚ କାରବାର ମାମଲାରେ ପୂର୍ବତନ ରେଳମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳର ନେତା ଲାଲୁ ଯାଦବଙ୍କୁ ସିବିଆଇ ଏକ କ୍ଲିନ୍‌ଚିଟ୍‌ ପ୍ରଦାନ କରିଛି।ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ତିନି ବର୍ଷରୁ ଅଧିକ ସମୟ ଜେଲରେ ରହିବା ପରେ ସେ…

ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଗଲେ ଲାଲୁ ଯାଦବ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏଥିପାଇଁ ଆଜି ତାଙ୍କୁ ରାଞ୍ଚି ହସ୍ପିଟାଲରୁ ଦିଲ୍ଲୀର ଏମ୍ସକୁ ପଠା ଯାଇଛି । ଏୟାର ଆମ୍ବୁଲାନ୍ସରେ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ଉପସ୍ଥିତିରେ…

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟବସ୍ଥା; ଦିଲ୍ଲୀ ଏମ୍ସକୁ ହୋଇପାରନ୍ତି ସ୍ଥାନାନ୍ତରିତ

ପାଟନା: ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରେ ଲାଗିଛି। ଏଭଳି ସମୟରେ ତାଙ୍କୁ ଦିଲ୍ଲୀର ଅଲ-ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)କୁ ସ୍ଥାନାନ୍ତରିତ କରାଯାଇପାରେ ବୋଲି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ ଲାଲୁଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା…

ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରାଯାଇପାରେ ଏମ୍ସ ସ୍ଥାନାନ୍ତର

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ କହିଛନ୍ତି- ବାପାଙ୍କ ଫୁସଫୁସରେ ପାଣି ଜମି ଯାଇଛି ଏବଂ ତାଙ୍କ ଚେହେରା ଫୁଲି ଯାଇଛି । ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିବାରୁ…

ଗୋଖାଦ୍ୟ ଦୁର୍ନୀତିରେ ଲାଲୁଙ୍କ ବେଲ୍, ତଥାପି ଜାରି ରହିବ ଜେଲ୍

ଝାଡ଼ଖଣ୍ଡ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ପାଇଁ ଭଲ ଖବର । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି । ଚାଇବାସା ଟ୍ରେଜେରୀ କେସରେ ତାଙ୍କୁ ବେଲ୍ ଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ । ଗୋଖାଦ୍ୟ ଦୁର୍ନୀତିରେ…

ଲାଲୁଙ୍କୁ ଭେଟିଲେ ହେମନ୍ତ ସୋରେନ, ମିଳିତ ଭାବେ ଲଢ଼ିବେ କି ବିହାର ନିର୍ବାଚନ??

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି । ମିଳିତ ଭାବେ ବିହାର ନିର୍ବାଚନ ଲଢ଼ିବା ଲାଗି ଆଲୋଚନା କରିଛନ୍ତି । ଶନିବାର ସ୍ଥାନୀୟ ଆରଆଇଏମଏସ ରେ ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କୁ ଭେଟି କହିଛନ୍ତି ଯେ ସେମାନେ ବିହାର…