Latest Odisha News

BREAKING NEWS

ଆଜିଠୁ କାର୍ଯ୍ୟରେ ଯୋଗଦେବେ ‘ହାଇକୋର୍ଟ ବାର୍ ଆସୋସିଏସନ୍’ ଆଇନଜୀବୀ

କଟକ: ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଦୀର୍ଘଦିନ ଧରି ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ହେବାପରେ ଆଜିଠାରୁ କାର୍ଯ୍ୟରେ ଯୋଗଦେବାକୁ ଯାଉଛନ୍ତି ଆଇନଜୀବୀମାନେ ।

ଅଧିକ ପଢନ୍ତୁ: ନଭେମ୍ବର ୧ ପର୍ଯ୍ୟନ୍ତ ଜାରି ରହିବ ‘ଓଡିଶା ହାଇକୋର୍ଟ ବାର୍ ଆସୋସିଏସନ୍’ ଆନ୍ଦୋଳନ

ହାଇକୋର୍ଟ ବାର ଓ କଟକର ଅନ୍ୟ ବାର୍ ଓକିଲଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ଅନୁରୋଧ କରିଥିଲେ ।

ଅଧିକ ପଢନ୍ତୁ: ଓକିଲ ଧର୍ମଘଟକୁ ସୁପ୍ରିମକୋର୍ଟ ଛାଟ: ଆଜି ବାର ଆସୋସିଏସନ୍ ଆକ୍ସନ କମିଟି ବୈଠକ

ଉଲ୍ଲେଖଯୋଗ୍ୟ, ନଭେମ୍ବର ୪ ତାରିଖରୁ ହାଇକୋର୍ଟର ସମସ୍ତ ଆଇନଜୀବୀ କାର୍ଯ୍ୟରେ ଯୋଗଦେବେ ବୋଲି ଗତ ୧ ତାରିଖ ଦିନ ଆସୋସିଏସନ୍ ସଭାପତି ଗୋପାଳ କୃଷ୍ଣ ମହାନ୍ତି ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.