Latest Odisha News

BREAKING NEWS

ନୂଆ ରେକର୍ଡ ସୃଷ୍ଟି କରିବ ଲିଓନାର୍ଡୋ ଡା ଭିନ୍‌ସିଙ୍କ ଏହି ପେଣ୍ଟିଙ୍ଗ୍‌; ୧୬ ମିଲିୟନ ଡଲାର୍‌ରେ ହୋଇପାରେ ନିଲାମ

ନୂଆଦିଲ୍ଲୀ: ଲିଓନାର୍ଡୋ ଡା ଭିନ୍‌ସି ଦ୍ୱାରା ଅଙ୍କାଯାଇଥିବା ଏକ ବିୟର୍‌ ହେଡ୍‌ ଅର୍ଥାତ୍‌ ଭାଲୁର ଚିତ୍ରକୁ ୧୬.୭ ମିଲିୟନ୍‌ ଡଲାର୍‌ରେ ନିଲାମ କରାଯିବ ବୋଲି ଆକଳନ କରାଯାଇଛି। ଏହି ବିୟର୍‌ ହେଡ୍‌ ଚିତ୍ରଟି ଜୁଲାଇରେ ନିଲାମ ହେବ। ଲିଓନାର୍ଡୋଙ୍କ ଏହି ପେଣ୍ଟିଙ୍ଗ୍‌ ଏକ ରେକର୍ଡ ସୃଷ୍ଟି କରିପାରେ ବୋଲି ଜଣାପଡ଼ିଛି।

BjdElectrycity

ଏହି ବିୟର୍‌ ହେଡ୍‌ର ଲମ୍ବା ୭ ସେଣ୍ଟିମିଟର। ଏହାକୁ ଏକ ଗୋଲାପୀ-ବେଜି କାଗଜରେ ଅଙ୍କାଯାଇଛି।

ସୂଚନା ଅନୁଯାୟୀ ଏହାକୁ ଜୁଲାଇ ୮ ରେ ଲଣ୍ଡନରେ ଖ୍ରୀଷ୍ଟ୍‌ ଦ୍ବାରା ୮ ମିଲିୟନରୁ ୧୨ ମିଲିୟନ ପାଉଣ୍ଡରେ ନିଲାମ କରାଯିବ (୧୧.୧୪ ୧୬.୭୧ ମିଲିୟନ ଡ଼ଲାର)।

Leave A Reply

Your email address will not be published.