ଭୁବନେଶ୍ବର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦ ହୋଇଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିବାରୁ କାଲି ଠାରୁ ଉପାସରେ ପଡିଛନ୍ତି ମହାପ୍ରଭୁ । ତେବେ ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି ରହିଛି । ଯେଉଁ କାରଣରୁ ଏଭଳି ଅନିୟମିତତା ଦେଖିବାକୁ ମିଳୁଛି ।
BREAKING NEWS
- ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ବିଚାରପତି…
- ପୁରୀରେ ବୁଲିଲା ଖଣ୍ଡା, ୨ ଆହତ
- ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ: ନାମ୍ବିଆକୁ ସହଜରେ ହରାଇଲା ଭାରତ
- ମୋଦିଙ୍କ ରାଜନୈତିକ କ୍ୟାରିୟର ବର୍ବାଦ କରିବାକୁ ଚାହୁଁନି: ଟ୍ରମ୍ପ
- ବେଦାନ୍ତ ଝାରସୁଗୁଡାର ବିଦ୍ୟାଗ୍ରହ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୦ ଛାତ୍ରଛାତ୍ରୀଙ୍କୁ ସହାୟତା
- ରୋହିତ କହିଲେ ୨୦୨୭ ବିଶ୍ୱକପ ଖେଳିବା ମୋର ସ୍ୱପ୍ନ
- ପୁଣି ନଜରକୁ ଆସିଲା ଶ୍ରୀମନ୍ଦିର ଉପରେ ଅବୈଧ ଡ୍ରୋନ ଉଡାଣ, ଯୁବକ ଅଟକ
- ଜେଲରେ ଖରାପ ହେଲା ଇମ୍ରାନଙ୍କ ଆଖି
- ଈଶାନ, ହାର୍ଦ୍ଦିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ
- କଟକରେ ଲେଜର୍ ଲାଇଟ୍ ବ୍ୟାନ୍
Comments are closed.