ଭୁବନେଶ୍ୱର : ନନ୍ଦନକାନନରେ ଖୁସି ଖବର ଆଣିଲା ସିଂହୀ ବିଜଲୀ ।ତୃତୀୟ ଥର ପାଇଁ ମା’ ହୋଇଛି ସିଂହ ବିଜଲୀ । ଆଜି ଭୋରର ୨.୧୫ ମିନିଟ୍ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପୂର୍ବରୁ ବିଜଲୀ ୪ଟି ଶାବକ ଜନ୍ମଦେଇଥିଲା । ସେମାନଙ୍କ ମଧ୍ୟରୁ ୨ ଟି ମୃତ୍ୟୁ ଘଟିଥିବା ବେଳେ ୨ ଟି ଶାବକ ବଡ ହୋଇଛନ୍ତି । ତେବେ ଏହି ନୂଆ ଶାବକ ଜନ୍ମ ହେବାପରେ ତାର ଗତିବିଧି ଉପରେ ନନ୍ଦନକାନନ କର୍ତ୍ତୁପକ୍ଷ ପୁରା ନଜର ରଖିଛନ୍ତି ।ବିଜଲୀ ସହିତ ସିଂହ ସମ୍ରାଟର ମିଳନରୁ ପ୍ରଥମେ ୨୦୧୯ରେ ଦ୍ୱିତୀୟ ଥର ୨୦୨୧ରେ ଦୁଇଥର ବିଜଲୀ ଶାବକ ଜନ୍ମଦେଇଥିଲା । ଏହା ବିଜଲୀର ତୃତୀୟ ଗର୍ଭ ଧାରଣ । ଏବେ ମା ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି । ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୧୮ କୁ ବୃଦ୍ଧି ପାଇଛି ।
BREAKING NEWS
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
Comments are closed.