Latest Odisha News

BREAKING NEWS

ଆପଣଙ୍କ ଅଂଚଳରେ ଖୋଲା ରହିଛି ଏହି ସବୁ ତେଜରାତି ଦୋକାନ

ଭୁବନେଶ୍ୱର : ରାଜଧାନୀରେ ଲକ୍ ଡାଉନ ବେଳେ ଦୋକାନବଜାର ଉପରେ କଟକଣା ରହିଛିି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଉପରେ କୌଣସି କଟକଣା ଲଗାଯାଇନାହିଁ । ଏବେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତେଜରାତି ସାମଗ୍ରୀ ପାଇଁ ବିଭିନ୍ନ ୱାର୍ଡରେ ଖୋଲା ରହିଥିବା ଦୋକାନମାନଙ୍କର ତାଲିକା ପ୍ରକାଶ ପାଇଛି ।

ଗ୍ରାହକମାନେ ଯାହା ଜିନିଷ କିଣିବେ ନିଜ ଘର ପାଖ ଦୋକାନରୁ ହିଁ କିଣନ୍ତୁ । ଏଥି ପାଇଁ ଗାଡି ବ୍ୟବହାର ନ କରି ଚାଲି ଚାଲି ଯାଆନ୍ତୁ ଓ ମାସ୍କ ନିଶ୍ଚିତ ଭାବେ ବ୍ୟବହାର କରନ୍ତୁ ବୋଲି ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ରାଜଧାନୀର ସମସ୍ତ ଓମଫେଡ୍ ବୁଥ୍ ଓ ଔଷଧ ଦୋକାନ ଲକ୍ ଡାଉନ ଅବଧିରେ ଖୋଲା ରହୁଛି ।

Leave A Reply

Your email address will not be published.