Latest Odisha News

BREAKING NEWS

Browsing Tag

lock down

ରାଜ୍ୟବ୍ୟାପୀ‘ଲକଡାଉନ୍‌’

ଆରମ୍ଭ ହୋଇଛି  ‘ଲକଡାଉନ୍‌’ । କରୋନା ସଂକ୍ରମଣରେ ବ୍ରେକ୍‌ ଲଗାଇବା ପାଇଁ ରାଜ୍ୟବ୍ୟାପୀ ଲାଗୁ ହେଇଛି ‘ଲକଡାଉନ୍‌’ ଫଣ୍ଡା। ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରହିବ ଏହି କଟକଣା। ସକାଳୁ ସକାଳୁ ଭୁବନେଶ୍ୱର ସମେତ ଅନ୍ୟ ଜିଲ୍ଲାରେ ପ୍ରମୁଖ ରାସ୍ତା ବାରିକେଡ ସାଙ୍ଗକୁ ବାଉଁଶ ବାଡ଼ କରା ଯାଇଛି।…

ଛତିଶଗଡ଼ ଦୁର୍ଗରେ ଏପ୍ରିଲ ୬ରୁ ଲକଡାଉନ୍‌

ଛତିଶଗଡ଼ : ଦେଶରେ ଦିନକୁ ଦିନ ବଢୁଛି କରୋନା ମାମଲା । ସଂକ୍ରମଣ ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ଦୁର୍ଗରେ ଲାଗି ହୋଇଛି କଟକଣା । ମହାମାରୀ ପାଇଁ ଦୁର୍ଗ ଜିଲ୍ଲାରେ ଲାଗୁ ହୋଇଛି ସଂପୂର୍ଣ୍ଣ ଲକଡାଉନ୍ । ଆସନ୍ତା ଏପ୍ରିଲ ୬ରୁ ୧୪…

କୁକୁର ଓ ଷଣ୍ଢ ଖାଇଲେ ୧୦ ଲକ୍ଷରୁ ଅଧିକ ଟଙ୍କାର ଖାଦ୍ୟ

ଭୁବନେଶ୍ୱର: ରାଜଧାନୀରେ ଲକଡାଉନ ସମୟରେ ଭୋକିଲା ଥିବା ଗାଈ ଗୋରୀ ଓ ବୁଲା କୁକୁରଙ୍କୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଖାଦ୍ୟ ଦେଇଛି ବିଏମ୍‌ସି । ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ମିଳିଛି । ମିଳିଥିବା ତଥ୍ୟ ଅନୁଯାୟୀ, ୫୩ ଦିନରେ ବିଏମ୍‌ସି ବୁଲା କୁକୁର ଓ ଷଣ୍ଢକୁ ୧୦ ଲକ୍ଷ ୬୦ ହଜାର…

ଲେଉଟିଲା ଲକଡାଉନ: ଆଜି ରାତି ୯ଟାରୁ ଲାଗୁ ହେବ ନିୟମ

ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ପୁଣି ଥରେ ଲାଗୁ ହୋଇଛି ଲକଡାଉନ ନିୟମ । ଶୁକ୍ରବାର( ଆଜି ) ରାତି ୯ଟାରୁ ୧୪ ଦିନିଆ ଲକଡ଼ାଉନ ନିୟମ ଲାଗୁ ହେବାକୁ ଥିବା ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଳା ସହ…

ବଢ଼ିଲା କଟକଣା: ଜୁନ୍ ୩୦ ଯାଏଁ ଗଞ୍ଜାମ ଜିଲ୍ଲା ଲକଡାଉନ୍‌

ଗଞ୍ଜାମ: ଗଂଜାମ ଜିଲ୍ଲାରେ ବଢ଼ିଲା କଟକଣା । ଆଜିଠାରୁ ଜୁନ୍ ୩୦ ଯାଏଁ ଜିଲ୍ଲାରେ ଲକଡାଉନ୍ ଘୋଷଣା କରାଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗଂଜାମରେ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ…

ପ୍ରବାସୀ ଓଡିଆଙ୍କୁ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିଶନରଙ୍କ ନିବେଦନ

ଭୁବନେଶ୍ୱର : ପ୍ରବାସୀ ଓଡିଆ ବେଙ୍ଗାଳୁରୁ ନ ଛାଡିବା ପାଇଁ ପୋଲିସ କମିସନର ଭାସ୍କର ରାଓଙ୍କ ନିବେଦନ କରିଛନ୍ତି । ଖୁବ୍ ଶୀଘ୍ର କର୍ଣ୍ଣାଟକରେ କଳ କାରଖାନା ଖୋଲିବ ଏବଂ ଶ୍ରମିକମାନେ କାମରେ ଯୋଗ ଦେବେ । ତେଣୁ ଲକ୍‌ଡାଉନ ଯୋଗୁଁ ଭୟଭୀତ ହୋଇ ନିଜ ରାଜ୍ୟକୁ ଫେରି ନ ଯିବାକୁ ସେ କହିଛନ୍ତି ।…

ଆଜି ଦିନ ୧୧ଟାରେ ମୋଦୀଙ୍କ ‘ମନ୍ କୀ ବାତ୍‌’

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ ୧୧ଟାରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍‌’ ଜରିଆରେ ନିଜ ମତ ରଖିବେ । ଏହି ୬୪ ତମ ଅଧ୍ୟାୟରେ ସେ ଦେଶବ୍ୟାପୀ କରୋନା ସଂକ୍ରମଣ ଭୟରେ ଚାଲିଥିବା ଲକ୍‌ଡାଉନ ପ୍ରସଙ୍ଗରେ ନିଜ ମତ ରଖିବେ । ମନ କୀ ବାତ୍ ନେଇ…

୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ ଅବଧି ଶେଷ ହେବା ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଦେଶରେ ଦ୍ୱିତୀୟ…

ରାଜଧାନୀରେ ଜାରି ରହିବ ଲକ୍‌ଡାଉନ କଟକଣା, ପରିଚୟପତ୍ର ଦେଖାଇ ଅଫିସ ଯାଇପାରିବେ ସରକାରୀ କର୍ମଚାରୀ

ଭୁବନେଶ୍ୱର: ସାରା ଦେଶରେ ଲକ୍ ଡାଉନକୁ ମେ ତିନି ଯାଏଁ ବୃଦ୍ଧି କରାଯାଇଥିବା ବେଳେ ଏପ୍ରିଲ ୨୦ ତାରିଖରୁ କେତେକ କ୍ଷେତ୍ରରେ କଟକଣା ସାମାନ୍ୟ କୋହଳ କରାଯିବା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ କରୋନା ହଟସ୍ପଟ ଚିହ୍ôନଟ ହୋଇଥିବା ଭୁବନେଶ୍ୱର ସହରରେ…

ଘରମାଲିକ ଦେଖାଇଲେ ମାନବିକତା, ୭ ଭଡାଟିଆଙ୍କୁ ଘରଭଡା ଛାଡ କଲେ

ଭୁବନେଶ୍ୱର: ଲକ୍‌ଡାଉନ ସମସ୍ତଙ୍କ ଆର୍ଥିକ ମାନଦଣ୍ଡକୁ ଦୋହଲାଇ ଦେଇଛି । ଏହି ପରୀପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରମାଲିକମାନଙ୍କୁ ମାନବିକତା ଦୃଷ୍ଟିରୁ ଘର ଭଡା ଛାଡ କିମ୍ବା ଟାଳିବା ନେଇ ପରାମର୍ଶ ଦେଇଥିଲେ । ଏହି କ୍ରମରେ ଭୁବନେଶ୍ୱର ବରମୁଣ୍ଡାର ସୌଦାମିନୀ ସାମନ୍ତରାୟ ନାମକ…