ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଅସଲ ନକଲ ଖାଲ ଢିପ ଭଲ ଭେଲ
ଅରୁଆ ଉଷୁନା ଗୁରୁ ଚେଲା ଭିତର ବାହାର
ଅଗ ମୂଳ ଜାତି ଅଜାତି ଖଟା ମିଠା
ଆକାଶ ପାତାଳ ଥଣ୍ଡା ଗରମ ସତ ମିଛ
ଆଦି ଅନ୍ତ ସୁଖ ଦୁଃଖ ନ୍ୟାୟ ଅନ୍ୟାୟ
ଆଗ ପଛ ଦିଆ ନିଆ କଞ୍ଚା ପାଚିଲା
ଉପର ତଳ ପାପ ପୁଣ୍ୟ ହସ କାନ୍ଦ
ଉଭା ପୋତା ସଜ ବାସି
କଳା ଧଳା ହାନି ଲାଭ
ପରିମାଣବାଚକ ଯୁଗ୍ମଶବ୍ଦ
କାନ୍ଧିଏ କଦଳୀ କଂସାଏ ପଖାଳ
କଡ଼ାଏ ପାନ ପାନେ ଓଷଦ
ଫେଣାଏ କଦଳୀ ହଳେ ବଳଦ
ମୁଠେ ଚାଉଳ ମୁନ୍ଦିଏ ଜଳ
ଗୋଠେ ଗାଈ କଣିକାଏ ନିର୍ମାଲ୍ୟ
ପଲେ ହାତୀ ପଟେ ନିଶ
କାତେ ପାଣି ଗୋଛେ ବାଳ
ଖିଏ ସୂତା କେରାଏ ଦୁବ
ଗିଲାସେ ଦୁଧ ମେଞ୍ଚେ କାଦୁଅ
ଟେଳାଏ ମାଟି ବିଡ଼ାଏ ଘାସ
ଗୋଟିଏ ପ୍ରକାରର କ୍ରିୟାର ବ୍ୟବହାରରେ ଗଠିତ ଯୁଗ୍ମଶବ୍ଦ
ଦେଖାଦେଖି ମରାମରି
ଲେଖାଲେଖି କଷାକଷି
ପିଟାପିଟି ଲଗାଲଗି
ଧରାଧରି ଗୋଡ଼ାଗୋଡ଼ି
କୁହାକୁହି ଡିଆଁଡେଇଁ
କଟାକଟି ହସାହସି
ବଢ଼ାବଢ଼ି ଠେଲାଠେଲି
ଫଟାଫଟି ପୋଛାପୋଛି
ଭଙ୍ଗାଭଙ୍ଗି ଥୁଆଥୋଇ
ହଣାହଣି ଖେଞ୍ଚାଖେଞ୍ଚି
ସମାନ କ୍ରିୟା ବା ଶବ୍ଦର ଦ୍ୱିରୁକ୍ତି ଦ୍ୱାରା ଗଠିତ ଯୁଗ୍ମଶବ୍ଦ
ଜଳଜଳ କନକନ
ଛଳଛଳ ଥରଥର
ଢଳଢଳ ତରତର
ହସିହସି ଜରଜର
ବଲବଲ ଯାଇଯାଇ
ରହିରହି କାନ୍ଦିକାନ୍ଦି
ଘରଘର ହସହସ
କିଟିକିଟି ଖାଇଖାଇ
ଦେଇଦେଇ ଛନଛନ
ନେଇନେଇ ନାଚିନାଚି
ସମାନଅର୍ଥବୋଧକ ଦୁଇ ଶବ୍ଦର ସଂଯୋଗରେ ଗଠିତ ଯୁଗ୍ମଶବ୍ଦ
ଅସ୍ତ୍ରଶସ୍ତ୍ର ବୁଦ୍ଧିଶୁଦ୍ଧି
କଥାର୍ବାା ମତିଗତି
କୂଅପୋଖରୀ ବେପାରବଣିଜ
ଗୋରୁଗାଈ ବନ୍ଧୁବାନ୍ଧବ
ଆଖପାଖ ବାଧାବିଘ୍ନ
ଧାନଚାଉଳ ପାଟିତୁଣ୍ଡ
ଟଙ୍କାପଇସା ଧାରଉଧାର
ଜୀବଜନ୍ତୁ ମାୟାମମତା
ଝଡ଼ାଫୁଙ୍କା ଘଷାମଜା
ଯାନବାହନ ଫଳମୂଳ
ନଈନାଳ ପାଣିପଣା
ଦିଅଁଦେବତା ଥଟ୍ଟା ତାମସା
ଦାନଧର୍ମ
(ଏହିସବୁ ଯୁଗ୍ମଶବ୍ଦକୁ ମଧ୍ୟ ଆମେ ଆପେକ୍ଷିକ ଯୁଗ୍ମଶବ୍ଦ କହିପାରିବା । )
ସାର୍ଥକ ଓ ନିରର୍ଥକ ଶବ୍ଦଯୁଗଳରେ ଗଠିତ ଯୁଗ୍ମଶବ୍ଦ
ଅନ୍ଦିକନ୍ଦି ଥରହର
ଆଖପାଖ ଡକାହକା
ଆବାକାବା ଥରହର
କନ୍ଦାକଟା ଭୋଗରାଗ
କାମଦାମ ଢଙ୍ଗଢାଙ୍ଗ
ଗପସପ ମାପଚୁପ
ପେଟପାଟଣା ଛୁଆଁଛୁତି
ମସଲାମସଲି ଲଣ୍ଡଭଣ୍ଡ
(ଏହିସବୁ ଯୁଗ୍ମଶବ୍ଦକୁ ମଧ୍ୟ ଆମେ ଅର୍ଥହୀନ ଯୁଗ୍ମଶବ୍ଦ କହିପାରିବା ।)
Comments are closed.