ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଅଗ – ମୂଳ
ଅନ୍ଧାର – ଆଲୁଅ
ଅସୀମ – ସମୀମ
ଅପଚୟ – ଉପଚୟ
ଅନୁକୂଳ – ପ୍ରତିକୂଳ
ଅମୃତ – ବିଷ
ଅଳ୍ପ – ଅଧିକ
ଅର୍ଥ – ଅନର୍ଥ
ଅସଲ – ନକଲ
ଆକାଶ – ପାତାଳ
ଆଗମନ – ପ୍ରତ୍ୟାଗମନ
ଆରମ୍ଭ – ଶେଷ
ଆସ୍ଥା – ଅନାସ୍ଥା
ଆବାହନ – ବିସର୍ଜନ
ଆବିଳ – ଅନାବିଳ
ଆମଦାନି – ରପ୍ତାନି
ଆମିଷ – ନିରାମିଷ
ଆୟ – ବ୍ୟୟ
ଆଶୀର୍ବାଦ – ଅଭିଶାପ
ଆସ୍ତିକ – ନାସ୍ତିକ
ଇହ – ପର
ଉତ୍କର୍ଷ – ଅପକର୍ଷ
ଉଠାଣି – ଗଡ଼ାଣି
ଉଦୟ – ଅସ୍ତ
ଉଦାର – ଅନୁଦାର
ଉନ୍ନତି – ଅବନତି
ଉପକାର – ଅପକାର
ଉଭା – ପୋତା
ଏକ – ଅନେକ
ଓଦା – ଶୁଖିଲା
କଞ୍ଚା – ପାଚିଲା
କିଣା – ବିକା
କୋମଳ – କଠୋର
କୃତଜ୍ଞ – କୃତଘ୍ନ
ଖାଣ୍ଟି – ଭେଜାଲ
ଖାଲ – ଢିପ
ଛୋଟ – ବଡ଼
ଜଣା – ଅଜଣା
ଜମା – ଖର୍ଚ୍ଚ
ଜୟ – ପରାଜୟ
ଜଳ – ସ୍ଥଳ
ଜାତ – ମୃତ
ଜୁଆର – ଭଟ୍ଟା
BREAKING NEWS
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ମା’କୁ ମାରି ରୋଷେଇ ଘରେ ପ୍ଲାଷ୍ଟର କରିବା ଘଟଣା: ପୁଅକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ
- ମ୍ୟାଟ୍ରିମୋନିଆଲ୍ ସାଇଟ୍ରେ ପ୍ରେମ ଜାଲ: ବିବାହ ଆଶା ଦେଖାଇ କୋଟିଏ ଟଙ୍କା ଚୂନ
- ଭାରତରୁ ନିଜ ଦେଶ ଇଣ୍ଡୋନେସିଆକୁ ଫେରିଲା ଓରାଙ୍ଗଉଟାନ ଶାବକ

Comments are closed.