ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ
ଅଗ – ମୂଳ
ଅନ୍ଧାର – ଆଲୁଅ
ଅସୀମ – ସମୀମ
ଅପଚୟ – ଉପଚୟ
ଅନୁକୂଳ – ପ୍ରତିକୂଳ
ଅମୃତ – ବିଷ
ଅଳ୍ପ – ଅଧିକ
ଅର୍ଥ – ଅନର୍ଥ
ଅସଲ – ନକଲ
ଆକାଶ – ପାତାଳ
ଆଗମନ – ପ୍ରତ୍ୟାଗମନ
ଆରମ୍ଭ – ଶେଷ
ଆସ୍ଥା – ଅନାସ୍ଥା
ଆବାହନ – ବିସର୍ଜନ
ଆବିଳ – ଅନାବିଳ
ଆମଦାନି – ରପ୍ତାନି
ଆମିଷ – ନିରାମିଷ
ଆୟ – ବ୍ୟୟ
ଆଶୀର୍ବାଦ – ଅଭିଶାପ
ଆସ୍ତିକ – ନାସ୍ତିକ
ଇହ – ପର
ଉତ୍କର୍ଷ – ଅପକର୍ଷ
ଉଠାଣି – ଗଡ଼ାଣି
ଉଦୟ – ଅସ୍ତ
ଉଦାର – ଅନୁଦାର
ଉନ୍ନତି – ଅବନତି
ଉପକାର – ଅପକାର
ଉଭା – ପୋତା
ଏକ – ଅନେକ
ଓଦା – ଶୁଖିଲା
କଞ୍ଚା – ପାଚିଲା
କିଣା – ବିକା
କୋମଳ – କଠୋର
କୃତଜ୍ଞ – କୃତଘ୍ନ
ଖାଣ୍ଟି – ଭେଜାଲ
ଖାଲ – ଢିପ
ଛୋଟ – ବଡ଼
ଜଣା – ଅଜଣା
ଜମା – ଖର୍ଚ୍ଚ
ଜୟ – ପରାଜୟ
ଜଳ – ସ୍ଥଳ
ଜାତ – ମୃତ
ଜୁଆର – ଭଟ୍ଟା
BREAKING NEWS
- ନାଡାକୁ କୋର୍ଟକୁ ଭିଡିଲେ ବଜରଙ୍ଗ ପୂନିଆ
- ବିଜେଡିର ‘ପୋଲାଭରମ୍’ ଅସ୍ତ୍ର
- ଦୟା ନଦୀରୁ ଜଳ ଉଠାଣ ପାଇଁ ତିଆରି ହେବ ୫ ବଡ ପ୍ରକଳ୍ପ
- ବାୟା କଲା ମଦ ନିଶା; ପୋଲିସର ଆଖି ସାମ୍ନାରୁ ବୋହି ନେଲେ ମଦ ବୋତଲ
- ଓଏସଏସଏସସି ଅଫିସ ଘେରିଲେ ପରୀକ୍ଷାର୍ଥୀ, ଦାବି କଲେ ପୁନଃ ପରୀକ୍ଷା
- କ୍ୟାନସର ରୋଗୀଙ୍କ ପାଇଁ ଖୁସି ଖବର: ଶସ୍ତା ହେଲା ଚିକିତ୍ସା
- ହାତୀଙ୍କୁ କାଳ ହେଉଛି ବିଦ୍ୟୁତ, ପୁଣି ଆଉ ଏକ ହାତୀର ମୃତ୍ୟୁ
- ଆଜି ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ: ଜାତୀୟ ହାରକୁ ଟପିଗଲାଣି ଓଡିଶା
- ୟୁପି ପରେ କାନପୁରର ପାଳି: ଦୁର୍ଘଟଣା ଘଟାଇବା ପାଇଁ ଟ୍ରାକରେ ସିମେଣ୍ଟ ବ୍ଲକ୍, ଅଳ୍ପକେ ବର୍ତ୍ତିଲା ଟ୍ରେନ
- ଖୁବଶୀଘ୍ର ମୁକ୍ତିଲାଭ କରିବ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ଚଳଚ୍ଚିତ୍ର ‘ଆଭା’
Comments are closed.