ସୁବର୍ଣ୍ଣପୁର : ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା । ସୁବର୍ଣ୍ଣପୁର ଜିଲ୍ଲା ବନିକା ବନ ବିଭାଗ ଅଧିନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁର ଯୋଗେନ୍ଦ୍ର ଭୋଇଙ୍କ ଘରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏହି ବଜ୍ରକାପ୍ତାଟି ଚନ୍ଦଲି ଗାଁରେ ବୁଲୁଥିବା ଦେଖି ସେ ନିଜ ଘରେ ରଖିଥିଲେ । ପରେ ଯୋଗେନ୍ଦ୍ର ବନିକା ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରୁ ବନିକା ଓ ରାମପୁର ଫରେଷ୍ଟର ପହଁଞ୍ଚି ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି ।
BREAKING NEWS
- ଲାଇନ୍ଚ୍ୟୁତ ହେଲା ଏକ୍ସପ୍ରେସ୍ ଟ୍ରେନ୍, ଟ୍ରାକରୁ ଖସିଲା ୩ ବଗି
- ମହାନଦୀ ଜଳ ବିବାଦ, ଫେବୃଆରୀ ୭ରେ ଟ୍ରିବ୍ୟୁନାଲରେ ହେବ ଶୁଣାଣି
- ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ସଂଶୋଧନ କରିବେ ରାଜ୍ୟ ସରକାର
- ଏବେ ବି ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍! ପାକିସ୍ତାନ ସରକାର ଜାରି କଲା ବୟାନ
- ଟ୍ରମ୍ପଙ୍କ ଦାବିକୁ ଖାରଜ କଲା ରୁଷ: ଭାରତକୁ ନେଇ ଏପରି କହିଦେଲେ ରାଷ୍ଟ୍ରପତି
- Weather Update: ଖସିବ ପାରଦ, ଫେରିବ ଶୀତ
- ପାକିସ୍ତାନର ଖାଇବର ପଖତୁନଖ୍ୱାରେ ବଡ଼ ଆକ୍ରମଣ, ଫାଟିଲା ଗ୍ୟାସ ପାଇପ ଲାଇନ
- National Winter Games: ଔଲିରେ ଏହି ଦିନଠୁ ଆରମ୍ଭ ହେବ ଜାତୀୟ ଶୀତକାଳୀନ କ୍ରୀଡ଼ା ; ଓଡିଶା ସମେତ ୧୭ ଦଳ…
- ଟ୍ରକ୍ ଧକ୍କାରେ କଂଗ୍ରେସ ନେତାଙ୍କ ଚାଲିଗଲା ଜୀବନ
- SAFF Under-19 Women’s Championship: ଭାରତୀୟ ଦଳ ଭୁଟାନକୁ ୮ଗୋଲରେ ପରାସ୍ତ କରି ଫାଇନାଲରେ ମାରିଲା ଏଣ୍ଟ୍ରି
Comments are closed.