Latest Odisha News

BREAKING NEWS

ଶିକାରା ଫିଲ୍ମ ଦେଖି କାନ୍ଦି ପକାଇଲେ ଆଡଭାନୀ

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ବିଧୁ ବିନୋଦ ଚୋପ୍ରାଙ୍କ ଶିକାରା ଫିଲ୍ମ ଇତି ମଧ୍ୟରେ ରିଲିଜ ହୋଇଯାଇଛି । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏହି ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମ ଦେଖି ଆଡଭାନୀ କାନ୍ଦି ପକାଇଥିଲେ ।

ଡାଇରେକ୍ଟର ବିଧୁ ବିନୋଦ ଚୋପ୍ରା ଟ୍ୱିଟ୍ଟରରେ ଏହାର ଭିଡିଓ ଶେୟାର କରିଛନ୍ତି । ସ୍ୱତନ୍ତ୍ର ଭାବେ ଆୟୋଜିତ ସ୍କ୍ରିନିଂରେ ଆଡଭାନୀ ତାଙ୍କ ଝିଅ ପ୍ରତିଭା ସହ ଫିଲ୍ମକୁ ଉପଭୋଗ କରିଥିଲେ । ବିଧୁ ବିନୋଦ ଚୋପ୍ରା ଆଡଭାନୀଙ୍କୁ ବୁଝାଉଥିବା ଉପରୋକ୍ତ ଭିଡିଓରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.