Latest Odisha News

BREAKING NEWS

ଟ୍ୱିନସିଟିରେ ବୁଧବାର କେଉଁ ସବୁ ଅଞ୍ଚଳରେ ବିଦ୍ୟୁତକାଟ ହେବ ଜାଣନ୍ତୁ…

ଭୁବନେଶ୍ୱର/କଟକ: ଭୁବନେଶ୍ୱର ଓ କଟକରେ ବୁଧବାର ଦିନ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ କରାଯାଉଥିବା ଜଣାପଡିଛି ।

ଜାଣନ୍ତୁ, ଭୁବନେଶ୍ୱର ଓ କଟକର କେଉଁସବୁ ସ୍ଥାନରେ ବନ୍ଦ ରହିବ ବିଦ୍ୟୁତ୍ ସେବା…(୧୨.୦୨.୨୦୨୦)

ଭୁବନେଶ୍ୱର

ବିଜେବି ନଗର, ଓଲ୍ଡ ଟାଉନ୍ ଅଞ୍ଚଳ, ଲିଙ୍ଗରାଜ ମନ୍ଦିର, ବଶିଷ୍ଟ ନଗର, ଶ୍ରୀରାମ ନଗର, ଗୌତମ ନଗର, ହୁଣ୍ଡାଇ ସୋରୁମର ପଛପଟ ଅଞ୍ଚଳ, ଏନସିସି କ୍ୟାଣ୍ଟିନ୍ ନିକଟ, ଶ୍ରୀ ବିହାର, ଡମଣା, କ୍ଲବ ଟାଉନ୍ ଓ ରାଧାକୃଷ୍ଣ ନଗର (ସକାଳ ୯ଟାରୁ ଦିନ ୨ଟା ଯାଏଁ)

ସତ୍ୟବିହାର, ମଞ୍ଚେଶ୍ୱର ଗ୍ରାମ ଓ ସପ୍ତସତୀ ନଗର (ଦିନ ୧୦ଟାରୁ ଦିନ ୩ଟା ଯାଏଁ)

ତ୍ରୀନାଥ ବଜାର, ମହିଧରପଡା, ଡିପିଏସ୍‌, ସତୋଲ୍‌, ନଗରୀ ଓ ତିରଣପଡା (ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ)

କଟକ

ଚୌଦ୍ୱାର, ଆଠଗଡ, ପୁରୁଣା ଟିଗିରିଆ (ସକାଳ ୯ଟାରୁ ଦିନ ୨ଟା ଯାଏଁ)

ବାଲିକୁଦା (ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ)

Leave A Reply

Your email address will not be published.