ବାରିପଦା: ପୁରୀ ଭଳି କୋଭିଡ୍ କଟକଣାରେ ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି । ଏନେଇ ଆଜି ବାରିପଦାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା ହୋଇଛି । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ ସମେତ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା । ମଠମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରାଯାଇଥିଲା । ଶ୍ରୀ ଶ୍ରୀ ହରିବଳଦେଵ ମନ୍ଦିର ନିକଟରୁ ପଦଯାତ୍ରା ବାହାରି ଇଷ୍ଟଦେବୀ ମାଆ ଅମ୍ବିକାଙ୍କ ମନ୍ଦିର ଯାଏ ଯାଇଥିଲା ।
ପଦଯାତ୍ରାରେ ବାରିପଦା ସହରର ହିନ୍ଦୁ, ମୁସଲମାନ ଆଦି ସମସ୍ତ ସମ୍ପ୍ରଦାୟର ଲୋକେ ପ୍ରାୟ ଦୁଇ ହଜାର ଅଧିକ ଲୋକ ସାମିଲ ହୋଇଥିଲେ । ହାତରେ ପ୍ଲାକାର୍ଡ ଧରି ଦାବି ଜଣାଇଥିଲେ ଆନ୍ଦୋଳନକାରୀ । ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରାକୁ ଅନୁମତି ଦେବା ପାଇଁ ଦାବି କରିଛନ୍ତି ।
BREAKING NEWS
- ହାତୀ ପାଇଁ ଶିଖରଚଣ୍ଡୀ ପୀଠ ବନ୍ଦ
- Anti-Drone System: ଭାରତକୁ ଡ଼ରି ସୀମାରେ ପାକିସ୍ତାନ ଲଗାଇଲା ଆଣ୍ଟି –ଡ୍ରୋନ୍ ସିଷ୍ଟମ
- ଆହୁରି ସପ୍ତାହେ କଲବଲ କରିବ ଜାଡ
- ଜିରୋ ନାଇଟ୍ ପାଇଁ ୧୫ପ୍ଲାଟୁନ ଫୋର୍ସ, କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା
- Bangladesh incident :ବାଂଲାଦେଶ ଘଟଣାକୁ ନିନ୍ଦା କଲେ ବଲିଉଡ଼ ଅଭିନେତ୍ରୀ ଜାନଭୀ କପୁର
- ଜାନୁଆରୀ ୨୧ରେ ଓଏସ୍ଏସ୍ଟିଇଟି ପରୀକ୍ଷା
- ବାଂଲାଦେଶରେ କଳାକାରଙ୍କୁ ଆକ୍ରମଣ, କନସର୍ଟରେ ଭଙ୍ଗାରୁଜା…
- ୬୦ ବର୍ଷରେ ସଲମାନ ଖାନ, ଏବେବି କମିନି ଚାର୍ମ…
- କୋଭିଡ-୧୯ ମହାମାରୀ ପରେ ଦେଶରେ ବଡ ସଙ୍କଟ ବାୟୁ ପ୍ରଦୂଷଣ
- ନନ୍ଦନକାନନରେ ପୁଣି ଆରମ୍ଭ ବୋଟିଂ ସେବା
Comments are closed.