Latest Odisha News

BREAKING NEWS

ଅମାନିଆ ସାବଧାନ୍‌: ଲକ୍‌ଡାଉନକୁ ନେଇ ସାମାଜିକ କର୍ମୀ ଇମ୍ରାନ ଅଲ୍ଲୀଙ୍କ ସଚେତନତା

ଭୁବନେଶ୍ୱର: ଯୁବ ସାମାଜିକ କର୍ମୀ ମହମ୍ମଦ ଇମ୍ରାନ ଅଲ୍ଲୀ ଏବେ ଓଡ଼ିଶାରେ ଚାଲିଥିବା ଲକ୍‌ଡ଼ାଉନକୁ ନେଇ କବିତା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଛନ୍ତି ।

ଘରେ ନ’ରହି ବାହାରେ ବୁଲିଲେ କିପରି କରୋନା ଜନିତ ଭୂତାଣୁ ସଂକ୍ରମଣ ହେବାର ଭୟ ରହିଛି ସେନେଇ ଇମ୍ରାନ ସମସ୍ତ ଜନସାଧାରଣଙ୍କୁ ସଚେତନ କରିବାକୁ ପ୍ରୟାସ କରିଛନ୍ତି ।

Leave A Reply

Your email address will not be published.