ଭୁବନେଶ୍ୱର: ଆଜି ରାତି ୮ଟାରେ ଭୁବନେଶ୍ୱର, କଟକ ଓ ଭଦ୍ରକରେ ଜାରି ହୋଇଥିବା ସଟଡାଉନ୍ ହଟିବ । ତେବେ ଏହାପରେ ବି କେନ୍ଦ୍ରସରକାରଙ୍କ ଦ୍ୱାରା ଘୋଷିତ ଲକଡାଉନ୍ ଜାରି ରହିବ । ସ୍ଥିତି ସମୀକ୍ଷା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି । ସେ ଏହାକୁ ନୀରିକ୍ଷଣ କରିବେ । ଏପରିକି ଆବଶ୍ୟକ ହେଲେ ସଂତ୍ପକ୍ତ ଅଂଚଳରେ ସଟଡାଉନ୍ ଭଳି ସ୍ଥିତି ଜାରି କରିପାରିବେ ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିବା ଆଜି ରାତି ୯ଟାରେ ୯ମିନିଟ୍ ପାଇଁ ବିଜୁଳି ବନ୍ଦ କରି ଦୀପ ଜାଳି ଏହାକୁ ସଫଳ କରନ୍ତୁ । ତେବେ ଘରର ମୁଖ୍ୟ ସୁଇଚ୍ ବନ୍ଦ କରନ୍ତୁ ନାହିଁ । ହଠାତ୍ ସବୁ ବନ୍ଦ କରିଦେଲେ ଗ୍ରୀଡ୍ ଉପରେ ଚାପ ପଡିବ । ତେଣୁ ଘରେ ବ୍ୟବହୃତ ହେଉଥିବା ଫ୍ରିଜ୍ ଏବଂ ଅନ୍ୟନ୍ୟ ବିଦ୍ୟୁତ୍ ଉପକରଣ ବନ୍ଦ କରନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।
BREAKING NEWS
- Indian Family appeals to Modi: କ୍ଷମା ସତ୍ତ୍ୱେ ବି ପୂର୍ବତନ ନୌସେନା ଅଧିକାରୀଙ୍କୁ ଛାଡୁନି କାତାର, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆବେଦନ କଲେ ପରିବାର ଲୋକେ…
- WPL 2026: ଇତିହାସ ରଚିଲେ ହରମନପ୍ରୀତ କୌର, ଭାଙ୍ଗିଲେ ଶେଫାଲି ବର୍ମାଙ୍କ ରେକର୍ଡ…
- ଆସନ୍ତା ୨୮ରୁ ଚାଲିବ ବଜେଟ ଅଧିବେଶନ
- Us Sell Oil To India: ଭାରତକୁ ତେଲ ବିକିବ ଆମେରିକା
- Iran Protests: ଇରାନରେ ବ୍ୟାପିଲା ବିଦ୍ରୋହ, ଇଣ୍ଟରନେଟ୍ ସେବା ବନ୍ଦ
- Ama Bus: ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଲା ‘ଆମ ବସ୍’
- School Timings Changed: କଲବଲ କରୁଛି ଥଣ୍ଡା: କଟକ ଜିଲ୍ଲାରେ ବଦଳିଲା ସ୍କୁଲ ସମୟ
- Hit and Run Case: ୧୫ ଜଣଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର
- Himachal Accident: ହିମାଚଳ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା
- Cold Wave: ଓଡିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ
Comments are closed.