Latest Odisha News

BREAKING NEWS

ପୁରୀରେ ଦୋଳ ଉତ୍ସବ ପାଳିତ

ପୁରୀ: ‘ଦୋଳ ପୂର୍ଣ୍ଣିମା’ ଅବସରରେ ରବିବାର ଦିନ ଜଗନ୍ନାଥ ମନ୍ଦିରରେ ଦୋଳ ଉତ୍କଳ ପାଳନ କରାଯାଇଛି।

ରୀତିନୀତି ଅନୁଯାୟୀ, ସକାଳ ୫.୪୦ ରେ ମଙ୍ଗଳା ଆଳତୀ ପରେ ଅବକାସ ଏବଂ ସୂର୍ଯ୍ୟ ପୂଜା କରାଯାଇଥିଲା। ତା’ପରେ ଭଗବାନ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ସ୍ୱତନ୍ତ୍ର ସୁନା ବେଶ ପାଇଁ ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା।

ପରେ ଶ୍ରୀଜିଉ ମାନେ ରତ୍ନ ସିହାଂସନରୁ ଦୋଳ ବେଦି ଯାଇ ରଙ୍ଗ ଖେଳିଥିଲେ।

ଉଲ୍ଲେଖଯୋଗ୍ୟ, ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀ ଜଗନ୍ନାଥଙ୍କୁ ଦୋଳ ଗୋବିନ୍ଦ ଭାବରେ ମଧ୍ୟ ପୂଜା କରାଯାଏ।

Leave A Reply

Your email address will not be published.