ଭଦ୍ରକ: ଆଜି ଜଗତଜନନୀ ମାଆ ଦୁର୍ଗାଙ୍କ ମହାନବମୀ ପୂଜା। ଭଦ୍ରକ ସହରର ସନ୍ଥିଆ ନୀଳକଣ୍ଠପୁରରେ ଥିବା ଦୁର୍ଗାମଣ୍ଡପରେ ମହାନବମୀ ପୂଜା ପାଳିତ ହୋଇଯାଇଛି। ସକାଳ ୫ଟା ୪୦ରେ ସୂର୍ଯ୍ୟ ପୂଜା, ପରେ ମାଆଙ୍କ ପାଖରେ ଆରମ୍ଭ ହୋଇଥିଲା ମହାନବମୀ ପୂଜା। ସକାଳୁ ମା’ଙ୍କ ପାଖରେ ଚଣ୍ଡିପାଠ ଆରମ୍ଭ ହୋଇ ଦିନ ୨ଟାରେ ସରିବା ପରେ ପୂର୍ଣ୍ଣାହୂତି ଶେଷ ହୋଇଛି। ବିନା ଭକ୍ତରେ ୫ଜଣଙ୍କୁ ନେଇ ଭଦ୍ରକ ସନ୍ଥିଆ ଦୁର୍ଗା ମଣ୍ଡପରେ ଚାଲିଛି ମା’ଙ୍କ ପୂଜା। ମଣ୍ଡପରେ ତିନି ପାଶ୍ୱର୍କୁ ଆବଦ୍ଧ କରି ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।
BREAKING NEWS
- ଓରାଙ୍ଗଉଟାନ୍ ଉଦ୍ଧାରସ୍ଥଳରେ ବାଡ଼, ନିଷିଦ୍ଧ ଅଞ୍ଚଳ ଘୋଷଣା
- BRICS Gala Dinner: ଜିନପିଙ୍ଗ-ପୁଟିନଙ୍କ ସହିତ…ବିଶ୍ୱନେତା ଖାଇବେ ଭାରତୀୟ ସ୍ୱାଦ! BRICS ଗାଲା ଡିନର ପଛରେ ରହିଛି ବଡ଼ କୂଟନୈତିକ କାହାଣୀ
- BRICS Media kit: ବ୍ରିକ୍ସ ମିଡିଆ କିଟରେ କୋରାପୁଟ କଫି…ଅନ୍ତର୍ଜାତୀୟ ଅତିଥିଙ୍କୁ ‘ଇଣ୍ଡିଆ କାହାଣୀ’ କହୁଛି ବିହାର ଛତୁଆରୁ ଗୁଜରାଟୀ ହସ୍ତଶିଳ୍ପର ଉପହାର
- ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ JMFC କୋର୍ଟ କିରାଣୀ
- Putin in Delhi: ଭାରତରେ ଭ୍ଲାଦିମିର ପୁଟିନ, ମୋଦିଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ, ସୁଖୋଇରୁ କ୍ରୁଡ୍ ଅଏଲ ପର୍ଯ୍ୟନ୍ତ ହୋଇପାରେ ବଡ ଡିଲ୍!
- ଅଧିକ ଦେଶୀ ଘିଅ ଖାଇବା ଦ୍ୱାରା ପିତ୍ତକୋଷରେ ପଥର ହୁଏ କି? ଜାଣନ୍ତୁ ମୁଖ୍ୟ କାରଣ..
- ଗ୍ରାହକଙ୍କୁ ବଡ଼ ଝଟକା! ଆଜିଠୁ ୫ ଦିନ ବନ୍ଦ ରହିବ ବ୍ୟାଙ୍କିଙ୍ଗ୍ ସେବା
- ୫ ଲକ୍ଷରୁ ଅଧିକ ଟଙ୍କା ନେଇଯିବା ବେଳେ ୨ ଅଡିଟ୍ ଅଫିସର୍ଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ସାର୍ବଜନୀନ ହେବନି ରତ୍ନଭଣ୍ଡାର ତାଲିକା: ଆଇନ ମନ୍ତ୍ରୀ
- ବଙ୍ଗୋପସାଗରରେ ଲଘୁଚାପ: ସାରା ରାଜ୍ୟରେ ଭୀଷଣ ବର୍ଷା, ଦକ୍ଷିଣ ଓଡିଶାକୁ ଅରେଞ୍ଜ ଆଲର୍ଟ

Comments are closed.