Latest Odisha News

BREAKING NEWS

ଦମଦାର ଫିଚର୍ସ ସହ ୨୦୨୦ରେ ‘ମହିନ୍ଦ୍ରା ଥର୍’ ଖୁବଶୀଘ୍ର ଭାରତରେ ହେବ ଲଞ୍ଚ…

ଭୁବନେଶ୍ୱର: ଭାରତୀୟ ଅଟୋମୋବାଇଲ ବଜାରରେ ମହିନ୍ଦ୍ରା ଗାଡିର ଅଲଗା କ୍ରେଜ ଅଛି | ଯେତେବେଳେ ବି ଅଫ ରୋଡ଼ ଗାଡି କଥା ଉଠେ ସବୁଠୁ ପ୍ରଥମେ ମହିନ୍ଦ୍ରା ଥର ନାଁ ଆଗକୁ ଆସେ | ଏବେ ମହିନ୍ଦ୍ରା ନିଜର ଏହି ଅଫ ରୋଡ଼ ଗାଡି କୁ ଆଗାମୀ ବର୍ଷ ୨୦୨୦ ରେ ନୂଆ ଅବତାର ସହ ଗ୍ରାହକଙ୍କୁ ଭେଟିଦେଵ |

୨୦୨୦ ମହିନ୍ଦ୍ରା ଥର ରେ ପୂର୍ବରୁ ବଡ଼ ଅଲୱେଜ ହୁଇଲ ଯାହା ବର୍ତ୍ତମାନ ୫ ସ୍ପୋକ ଡିଜାଇନ ଆସିବ | ଏକ୍ସଟିରିୟର କଥା କୁହାଯିବ ତ ଏହା ଏସୟୁଭି ପୂର୍ବ ତୁଳନାରେ ବହୁତ ଅଲଗା ଅଛି | ଇଣ୍ଟେରିଆର କଥା କୁହାଯିବତ ୨୦୨୦ ମହିନ୍ଦ୍ରା ଥର ରେ ନୂଆ ଇନଫୋଟେନମେଣ୍ଟ ସିଷ୍ଟମ ଦିଆଯାଇଛି ଯାହା ଟଚ ସ୍କ୍ରିନ ଲେସ ହେବ ଓ ଏହା ଅଣ୍ଡରଏଡ଼ ଅଟୋ ଓ ଆପଲ କାର ପ୍ଲେ ସହ ଆସିବ | ଅତିରିକ୍ତ ଫିଚର୍ସ କଥା କୁହାଯିବ ତ, ଫ୍ରଣ୍ଟ ପାୱାର ଉଇଣ୍ଡୋ, ମାନୁଆଲ ଏଚଭିଏସି, ଫାବ୍ରିକ ସିଷ୍ଟମ, ଷ୍ଟିୟରିଙ୍ଗ ମାଉଁଟେଡ଼ କଣ୍ଟ୍ରୋଲ ଫିଚର୍ସ ଆଦି ଦିଆଯିବ |

ସେହିପରି ସୁରକ୍ଷା କଥା କୁହାଯିବ ତ ୨୦୨୦ ମହିନ୍ଦ୍ରା ଥର ରେ ହାଇ ସ୍ପୀଡ଼ ଆଲର୍ଟ, ଫ୍ରଣ୍ଟ ଡ୍ରାଇଭର ଓ କୋ ଡ୍ରାଇଭର ସିଟ ବେଲ୍ଟ ରିମାଇଣ୍ଡର, ରିୟର ପାର୍କିଂ ସେନ୍ସର, ଆଣ୍ଟି ଲକ ବ୍ରେକିଙ୍ଗ ସିଷ୍ଟମ, ଇବିଡି ପରି ଅନ୍ୟ ଫିଚର୍ସ ଦିଆଯିବ | ପାୱାର ଓ ସ୍ପେସିଫିକେସନ ମମାଳାଇ ବର୍ତ୍ତମାନ ୨୦୨୦ ମହିନ୍ଦ୍ରା ଥର ୨୪୯୮ସିସି ର ୪ ସିଲିଣ୍ଡର ଵାଲା ଡିଜେଲ ଇଞ୍ଜିନ ଯାହା ୩୮୦୦ ଆରପିଏମ ଉପରେ ୧୦୫ ବିଏଚପି ର ପାୱାର ଓ ୧୮୦୦-୨୦୦୦ ଆରପିଏମ ରେ ୨୪୭ଏନଏମ ର ଟାକ ଜେନରେଟ କରେ | ସେହିପରି ଟ୍ରାନ୍ସମିସନ ମାମଲାରେ ଏହା ଇଞ୍ଜିନ ୫ ସ୍ପୀଡ଼ ଗୀୟରବକ୍ସ ଲେସ ଅଛି |

Leave A Reply

Your email address will not be published.