ମାଲକାନଗିରି: ମହଙ୍ଗା ପଡ଼ିଲା ଜାଲିଆତି କରି ଜାତି ପ୍ରମାଣପତ୍ର ଦେବା । ଜାଲ୍ ପ୍ରମାଣପତ୍ର ଦେଇଥିବା ଅଭିଯୋଗରେ ଗଲା ଚାକିରି । ମାଲକାନଗିରି ଜିଲ୍ଲା କଲ୍ୟାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ଜିଲ୍ଲାପାଳ । ସେ ଜାଲିଆତି କରି ଜାତି ପ୍ରମାଣପତ୍ର ହାତେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଖୋଳତାଡ଼ ହୋଇଥିଲା । ଏବେ ଲକ୍ଷ୍ମୀପ୍ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ।
BREAKING NEWS
- ଗୁଜୁରାଟରେ ହିଟ୍ ଆଣ୍ଡ୍ ରନ୍ ମାମଲା; ଗାଡ଼ିରେ ଆସି ଚାପି ଦେଲେ…
- ରାଜଧାନୀରେ ଚାଞ୍ଚଲ୍ୟ; ବନ୍ଦ ଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- ସ୍ତ୍ରୀକୁ ମାରି ଶବ ପାଖରେ ବସି ରହିଲା ସଇତାନ ସ୍ବାମୀ
- କଳାଜାଇରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱ…
- ଆମେରିକା ବିମାନରେ ନିଆଁ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
- ଭାରତ ବିରୋଧରେ ପାକିସ୍ତାନର ଗମ୍ଭୀର ଆରୋପ: ଦିଲ୍ଲୀରୁ ହେଉଛି ଟ୍ରେନ ହାଇଜାକ୍ ପ୍ଲାନିଂ
- କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ହେଲେ ମାର୍କ କାର୍ନି
- ଦୋଳ ବିମାନ ଯିବା ସମୟରେ ଗୋଷ୍ଠୀ ସଂଘର୍ଷ, ମାରଣାସ୍ତ୍ରରେ ଆକ୍ରମଣ
- ରଙ୍ଗର ପର୍ବ ହୋଲି; ଉତ୍ସବମୁଖର ସାରା ଦେଶ
- ଖରାରେ ସିଝୁଛି ଓଡ଼ିଶା, ୧୮ ଯାଏ ସିଭିୟର ହିଟ୍ ୱେଭ୍ ଜାରି
Comments are closed.