Latest Odisha News

BREAKING NEWS

ଗାନ୍ଧୀ ମୂର୍ତି ସମ୍ମୁଖରେ ଧାରଣାରେ ବସିଲେ ମମତା !

କୋଲକାତା: ନିର୍ବାଚନ ରାଲୀରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଂଟା ପାଇଁ ପ୍ରଚାର କରିପାରିବେ ନାହିଁ ବୋଲି କଟକଣା ଲଗାଇଥିଲେ । ଏହାକୁ ବିରୋଧ କରି ଟିଏମସି ମୂଖ୍ୟ କୋଲକାତା ଗାନ୍ଧୀ ମୂର୍ତି ତଳେ ଧାରଣାରେ ବସିଛନ୍ତି । ସେଠାରେ ସେ ହ୍ୱିଲ ଚେୟାରରେ ପଂହଚିବା ପରେ ଚିତ୍ର ଆଙ୍କି ପ୍ରଶଂସକଙ୍କୁ ଦେଖାଇଥିଲେ ।

ମମତା ଏକ ରାଲୀ ବେଳେ ମୁସଲମାନଙ୍କୁ ଭାଗ ଭାଗ ନ ହେବା ପାଇଁ ଉସୁକାଇଥିଲେ । ବିଜେପିର ଅଭିଯୋଗ ପରେ ଇସି ତାଙ୍କୁ ନୋଟିସ ଜାରୀ କରିଥିଲେ । ଏହାର ଉତର ଦେବାକୁ ମମତା ମନା କରିବାରୁ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

Leave A Reply

Your email address will not be published.