କୋରାପୁଟ : କୋରାପୁଟରେ ସିପିଆଇ ପକ୍ଷରୁ ବିକ୍ଷୋଭ । କଳାହାଣ୍ଡି ମହାଲିଙ୍ଗ୍ ସନସାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗୃହ ମନ୍ତ୍ରୀଙ୍କ ବହିଷ୍କାର,ହାଇକୋର୍ଟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏସଆଇଟି ତଦନ୍ତ ଓ ମମିତାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତି ପୂରଣ ଦାବି କରିଛି ସିପିଆଇ। କୋଟାପୁଟ ଜିଲ୍ଲା ଶାଖା ସମ୍ପାଦକଙ୍କ ସହ ବହୁ ଜନତା ମିଶି ଦଳିୟ ପତାକା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
BREAKING NEWS
- Spain Train Accident: ଭୟଙ୍କର ଟ୍ରେନ ଦୁର୍ଘଟଣା; ୨୧ ଯାତ୍ରୀ ମୃତ, ଅନେକ ଗୁରୁତର
- BJP National President Election: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ; ନାମାଙ୍କନ ଭରିବେ ନୀତିନ ନବୀନ
- Dolphin Count: ଆସନ୍ତାକାଲିଠାରୁ ଚିଲିକାରେ ହେବ ଡଲଫିନ୍ ଗଣନା
- Bus Services: ୫ ଦିନ ପରେ ସ୍ବାଭାବିକ ହେଲା ବସ୍ ଚଳାଚଳ
- ପୁଣି ବାଣ ଛାଡ଼ିଲେ ଶ୍ରୀମୟୀ, ‘ନୈତିକତା ହଜିଛି, ବିଶ୍ୱାସଘାତକତାର ନୂଆ ପରିଭାଷା ଲେଖାହେଉଛି!’
- Karnataka CM Race: କର୍ଣ୍ଣାଟକରେ କ୍ଷମତା ସଂଘର୍ଷ ଜାରି, ରାହୁଲଙ୍କୁ ଭେଟିବା ପରେ କ’ଣ କହିଲେ ଶିବକୁମାର?
- J&K Encounter: ସେନା-ଆତଙ୍କବାଦୀ ଏନକାଉଣ୍ଟର: ୮ ଜଣ ଯବାନ ଆହତ, ଅପରେସନ ଜାରି
- ମାଫିଆଙ୍କ ପାଇଁ ବିପଦ ଘଣ୍ଟି; ବେଆଇନ କାରବାର କଲେ ଘରେ ପହଞ୍ଚିବ ଇଡି: ମନ୍ତ୍ରୀ
- Human Trafficking: ମାନବ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାସ: ୧୨ଶିଶୁ ଉଦ୍ଧାର, ୧୫ ଗିରଫ
- ଆଇଆଇଟି ମାଡ୍ରାସର ବଡ଼ ସଫଳତା: ୭୦ କିଲୋମିଟର ଯାଏଁ ଲକ୍ଷ୍ୟଭେଦ କରିପାରିବ ସ୍ୱଦେଶୀ ତୋପ ସେଲ୍, ସେନାକୁ କରିବ ମଜବୁତ…
Comments are closed.