Latest Odisha News

BREAKING NEWS

ଭୁୁବନେଶ୍ୱରରେ ୩ ମହଲା କୋଠା ଉପରେ ଝୁଲିଛି ମୃତଦେହ

ଭୁବନେଶ୍ୱର: ୩ ମହଲା କୋଠା ଉପରେ ଝୁଲିଛି ମୃତଦେହ । ଭୁବନେଶ୍ୱରର ଭିଆଇପି ଅଂଚଳ ସହିଦ ନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱର ସହିଦ ନଗରରେ ଥିବା ଏକ ୩ ମହଲା କୋଠାରେ ଲାଗିଥିବା ଲୁହା ରେଲିଂରେ ମୃତଦେହଟି ଝୁଲିଛି। ବେକରେ ଲୁଗା ବାନ୍ଧି ସେ ଝୁଲି ପଡ଼ିଥିବା ସନ୍ଦେହ କରାଯାଉଛି। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ି ନାହିଁ।

Leave A Reply

Your email address will not be published.