Latest Odisha News

BREAKING NEWS

Browsing Tag

Commissionrate Police

ସରକାରଙ୍କ ବିଚିତ୍ର ନୀତି: ରାତି ଅଧ ଯାଏ ମଦ ମିଳିବ, ଖାଦ୍ୟ ମିଳିବନି

କଟକ : ରାଜ୍ୟ ସରକାରଙ୍କ ବିଚିତ୍ର ନୀତି । ଏଠି ମଦ ମିଳିବ କିନ୍ତୁ ଖାଦ୍ୟ ମିଳିବନି । ରାଜ୍ୟ ସରକାର ରାତି ସାଢେ ଗୋଟାଏ ଯାଏ ସହରରେ ମଦ ବାର ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ରାତି ୧୦ଟା ସୁଦ୍ଧା ଖାଦ୍ୟ ଦୋକାନକୁ ବନ୍ଦ କରିବା ପାଇଁ କହିଛନ୍ତି । ସରକାରଙ୍କ ଏପରି ନୀତି ବିରୋଧରେ…

କାର କାଚ ଭାଙ୍ଗି ଲୁଟୁଥିଲେ, ଧରାପଡ଼ିଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା ।ସ୍ପେଶାଲ ସ୍କ୍ୱ ଡ଼ ହାତରେ ଧରା ପଡ଼ିଛନ୍ତି ଗାଡି କାଚ ଭଙ୍ଗା ଗ୍ୟାଙ୍ଗ । ପଶ୍ଚିମବଙ୍ଗର ଏହି ଗ୍ୟାଙ୍ଗ ଓଡିଶା, ବିହାର, ତାମିଲନାଗୁ ଆଦି ରାଜ୍ୟରେ ଆତଙ୍କ ଖେଳାଇ ଦେଇଛନ୍ତି । ଏମାନେ ବୁଲି ଚୋରି କରନ୍ତି । ଏହି ଇଣ୍ଟରଷ୍ଟେଟ…

ଭଡା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀରେ ବଢିବାରେ ଲାଗିଛି ଆତ୍ମହତ୍ୟା ଘଟଣା ।  ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି  । ମୃତ ମହିଳା ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିଲେ । ତାଙ୍କ ଘର ଢ଼େଙ୍କାନାଳ ଅଞ୍ଚଳରେ ବୋଲି…

ଯୁଆଡେ ଦେଖ ସବୁ ନକଲି, ରାଜଧାନୀରୁ ନକଲି ଘିଅ କାରଖାନା ଠାବ

ଭୁବନେଶ୍ବର: ରାଜଧାନୀରୁ ବିପୁଳ ପରିମାଣରେ ନକଲି ଘିଅ ଜବତ ହୋଇଛି । କଟକରୁ ଲଗାତାର ନକଲି ଖାଦ୍ୟ ସାମଗ୍ରୀ ଜବତ ହେବା ପରେ ଏବେ ଭୁବନେଶ୍ବରରୁ ଭେଜଲ ଘିଅ କାରଖାନା ଠାବ କରିଛି ପୋଲିସ । ତ୍ରିଲୋଚନ ବିହାରରେ ଏୟାର ଫିଲ୍ଡ ଥାନା ପୋଲିସ ଓ କୁଇକ୍ ଆକ୍ସନ ଟିମ୍ ଚଢାଉ କରି ବିପୁଳ ପରିମାଣର…

ଭୁୁବନେଶ୍ୱରରେ ୩ ମହଲା କୋଠା ଉପରେ ଝୁଲିଛି ମୃତଦେହ

ଭୁବନେଶ୍ୱର: ୩ ମହଲା କୋଠା ଉପରେ ଝୁଲିଛି ମୃତଦେହ । ଭୁବନେଶ୍ୱରର ଭିଆଇପି ଅଂଚଳ ସହିଦ ନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର ସହିଦ ନଗରରେ ଥିବା ଏକ ୩ ମହଲା କୋଠାରେ ଲାଗିଥିବା…

ଭୁବନେଶ୍ୱରରେ ବାଲିଯାତ୍ରା ବାତିଲ

ଭୁବନେଶ୍ୱର: କଟକ ପରେ ଭୁବନେଶ୍ୱରରେ ବନ୍ଦ ହେଲା ବାଲିଯାତ୍ରା । ଏନେଇ କମିଶନରେଟ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ କମିଟିର ସଦସ୍ୟମାନଙ୍କ ସଙ୍ଗେ ଆଲୋଚନା ପରେ କୋଭିଡ ମହାମାରୀ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ଏବର୍ଷ…

କଟକଣା ଭିତରେ କଟକରେ ୪ଟି ପର୍ଯ୍ୟାୟରେ ହେବ ଭସାଣ

କଟକ: କରୋନା କଟକଣା ଭିତରେ ସାରା ରାଜ୍ୟରେ ପାଳିତ ହେଉଛି ଦଶହରା । ଆଜି ଦଶମୀ ଆସନ୍ତାକାଲି ଭସାଣ ଉତ୍ସବ । ଏଥିପାଇଁ କଟକରେ ଲାଗୁ ହୋଇଛି କଟକଣା । ଭସାଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତାକାଲି କଟକରେ ୧୪ଟି…

ରାଜଧାନୀରେ ଗ୍ରୀନ କରିଡର, ୯ ମିନିଟ୍‌ରେ ହସ୍ପିଟାଲରୁ ଏୟାରପୋର୍ଟ ଗଲେ ଗୁରୁତର ରୋଗୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁତର ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର । ମୂଲ୍ୟବାନ ଜୀବନ ବଂଚାଇବା ଲାଗି ନିଆରା ପ୍ରୟାସ କରିଛି କମିଶନରେଟ୍ ଟ୍ରାଫିକ ପୋଲିସ । ଆପୋଲୋ ହସ୍‌ପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଜଣେ ଗୁରୁତର ରୋଗୀଙ୍କୁ ଗ୍ରିନ୍‌ କରିଡର ଜରିଆରେ ସଫଳତାରେ ସହ…

ମିଠା ଦୋକାନୀଙ୍କୁ ହତ୍ୟା ଘଟଣା, ଆଉ ୨ ଗିରଫ

ଭୁବନେଶ୍ୱର: ସାମନ୍ତରାପୁରରେ ମିଠା ଦୋକାନୀ ଜମ୍ବୁ ସାହୁଙ୍କ ହତ୍ୟା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଶ୍ରୀତିକ ବିଶ୍ୱାଳ ଓ ଆଶୁତୋଷ ମହାନ୍ତି । ଏମାନେ ବ୍ୟବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ୟ ଜବତ କରିଛି କମିଶନରେଟ ପୋଲିସ । ଏହି…

କରୋନା ସଂକ୍ରମଣର ମୁକାବିଲା ଲାଗି ବ୍ୟବସାୟୀ ଓ ପୋଲିସ କମିଶନରଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର : ଗତ କିଛି ଦିନ ଧରି ଭୁବନେଶ୍ୱରରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୋକାନ ବଜାର ଖୋଲିବା ନେଇ କଟକଣା ହଟିବା ପରେ ଏବେ ବହୁ ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱ ଓ ଏପରିକି ମାସ୍କ ପିନ୍ଧିବା ନେଇ ସଚେତନତା ହେଉ ନ ଥିବା ନଜରକୁ ଆସୁଛି । ଏଥି ପାଇଁ ଆଜି ପୋଲିସ କମିଶନର…