Latest Odisha News

BREAKING NEWS

କିଏ ଧରିବ ମଣିପୁର ମଙ୍ଗ? ଏବେ ସୁଦ୍ଧା ଟ୍ରେଣ୍ଡରେ ବହୁ ଆଗରେ ବିଜେପି

ମଣିପୁର : ଚାଲୁଛି ଭୋଟ୍ ଗଣତି । ମଣିପୁର ମଙ୍ଗ କିଏ ଧରିବ ସେନେଇ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ୍ । ସକାଳ ୧୦ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ କଂଗ୍ରେସ ମାତ୍ର ୧ଟା ଆସନରେ ଥିବାବେଳେ ୨୨ଟି ଆସନରେ ଆଗେଇ ଚାଲିଛି ବିଜେପି । ସେହିପରି ଟ୍ରେଣ୍ଡ ହିସାବରେ ଅନ୍ୟାନ୍ୟ ୮ଟି ଆସନରେ ଆଗେଇ ଚାଲିଛନ୍ତି ।

– ୨୦୧୭ରେ ସର୍ବାଧିକ ୨୮ଟି ଆସନ ଜିତିଥିଲା କଂଗ୍ରେସ

– ହେଲେ ମେଂଟ କରି କ୍ଷମତା ହାତେଇ ନେଲା ବିଜେପି

– ୩ଟି ଆଂଚଳିକ ଦଳ ସହ ହାତ ମିଳାଇଥିଲା ବିଜେପି

– ଏନପିପି, ଏଲଜେପି ଓ ସ୍ୱାଧୀନଙ୍କୁ ନେଇ ସରକାର ଗଢିଲା ବିଜେପି

– ୬୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ବୀରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ

 

Comments are closed, but trackbacks and pingbacks are open.