Latest Odisha News

BREAKING NEWS

 ମଣିଷ ଦେହେ ଦିବ୍ୟଜ୍ଞାନ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଦୁର୍ଗା ଚରଣ ମିଶ୍ରଙ୍କ ରଚିତ ମଣିଷ ଦେହେ ଦିବ୍ୟଜ୍ଞାନ ପୁସ୍ତକ ଲୋକାର୍ପିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ସୁସ୍ଥ,ସୁନ୍ଦର ଏବଂ ଆଧ୍ୟାତ୍ମିକ ଜୀବନ ଜିଇଁବା ପାଇଁ ଏହି ପୁସ୍ତକ ଯୁବ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ ହେବ ବୋଲି ସେ କହିଥିଲେ।ଏହି ପୁସ୍ତକଟି କଟକ ଷ୍ଟୁଡେଣ୍ଟ ଷ୍ଟୋର ପ୍ରକାଶିତ କରିଥିବା ବେଳେ ସ୍ୱନାମଧନ୍ୟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ ଏହାର ମୁଖବନ୍ଧ ଲେଖିଛନ୍ତି।

Comments are closed.