Latest Odisha News

BREAKING NEWS

ମନୋଜ ବାଜପେୟୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ ଅଭିନେତା ମନୋଜ ଭାଜପେୟୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବାରେ ସେ ଏବେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ମନୋଜ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଡେସପ୍ୟାଚ୍ ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହା OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ।

ସୂଚନା ଅନୁଯାୟୀ ସେ କରୋନା ସଂକ୍ରମିତ ହେବା ପରେ ଫିଲ୍ମର ସୁଟିଂ ଅଧାରୁ ବନ୍ଦ କରାଯାଇଛି ଏବଂ କିଛି ମାସ ପାଇଁ ସୁଟିଂକୁ ସ୍ଥଗିତ ରଖାଯାଇଛି।

Comments are closed.