Latest Odisha News

BREAKING NEWS

ମାଓବାଦୀଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ୭ ଗାଡି

ମାଲକାନଗିରି: ମାଲକାନଗିରି-ଆନ୍ଧପ୍ରଦେଶ ସୀମାନ୍ତ ନିକଟ ଭେଙ୍କଟପୁରମରେ ରାସ୍ତା କାମ ଚାଲୁଥିବା ବେଳେ ସେଥିରେ ନିୟୋଜିତ ଗାଡି ଓ ସାମଗ୍ରୀରେ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ମାଓବାଦୀମାନେ ୨ଟି ଜେସିବି ମେସିନ୍‌, ୨ ଟ୍ରାକ୍ଟର, ଟ୍ରକ୍‌, ଲରୀ ଓ ଗୋଟିଏ ମିକ୍ସର ମେସିନରେ ନିଆଁ ଲଗାଇ ଦେଇଛନ୍ତି । ଏହାବ୍ୟତିତ ଉକ୍ତ ସଶସ୍ତ୍ର ମାଓବାଦୀମାନେ ପୋଲିସ କ୍ୟାମ୍ପକୁ ମଧ୍ୟ ଭଙ୍ଗାରୁଜା କରିଥିଲେ।

ପରବର୍ତ୍ତୀ ସମୟରେ ଉକ୍ତ ସ୍ଥାନରେ ସେମାନେ ପୋଷ୍ଟର ଲଗାଇବା ସହ ଚମ୍ପଟ ମାରିଥିଲେ ।

Leave A Reply

Your email address will not be published.