Latest Odisha News

ପୃଥିବୀ ଆଡକୁ ଦ୍ରୁତ ବେଗରେ ମାଡି ଆସୁଛି ଏକ କ୍ଷୁଦ୍ର ଗ୍ରହ!

ନୂଆଦିଲ୍ଲୀ: ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟେ୍ରଶନ(ନାସା) ସିଧାସଳଖ କହି ନ ଥିଲେ ମଧ୍ୟ ପୃଥିବୀ ପ୍ରତି ଏକ ବଡ ବିପଦ ଆସୁଥିବା ପରୋକ୍ଷରେ ସୂଚାଇଛି । ରିପୋର୍ଟ ମୁତାବକ ୧୬ ଫେବୃୟାରୀ ମଧ୍ୟରେ ଏକ କ୍ଷୁଦ୍ର ଗ୍ରହ ଦ୍ରୁତ ବେଗରେ ପୃଥିବୀର ନିକଟତର ହେଉଛି । ଏହାର ନାମ ୨୦୦୨ପିଜେଡ୩୯ ରଖାଯାଇଛି ।

ପୃଥିବୀ ନିକଟତର ହେବା ସମୟରେ ଏହା ପ୍ରାୟ ୧ କିମି ପର୍ଯ୍ୟନ୍ତ ଘସି ହେଇ କରି ଯିବ । ୫୭,୨୪୦ କିମି/ପ୍ରତି ଘଂଟା ବେଗରେ ଏହା ମାଡି ଆସୁଛି । ପୃଥିବୀର ନିକଟତର ହେଲେ ମଧ୍ୟ ଏହା ବିଶେଷ କ୍ଷତି କରିବ ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି । ଯଦି ଅତ୍ୟଧିକ ନିକଟତର ହୁଏ ତାହାହେଲେ ସୁନାମୀ କିମ୍ବା ଭୂକମ୍ପ ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି କୁହାଯାଇଛି ।

Leave A Reply

Your email address will not be published.