Latest Odisha News

BREAKING NEWS

BSE Odisha:ବଢିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି; ଜାଣନ୍ତୁ ତାରିଖ…

ଭୁବନେଶ୍ବର: ବଢ଼ିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍‌ଅପ୍‌ ଅବଧି । ମେ’ ୨୫ ତାରିଖ ଯାଏଁ ଅବଧି ବଢିଲା । ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ରୁ ୧୮ ପର୍ଯ୍ୟନ୍ତ ଚାଲିବା ନେଇ ନିଷ୍ପର୍ତ୍ତି କରାଯାଇଥିଲା। କିନ୍ତୁ ଏହାର ଅବଧି ମେ’ ୨୫ ତାରିଖ ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ।

ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ନିଜ ହାଇସ୍କୁଲ ଏବଂ ପତ୍ରମାଧ୍ୟମ ପରୀକ୍ଷାର୍ଥୀ ବୋର୍ଡର ଶାଖା କାର୍ଯ୍ୟାଳୟରେ ଫର୍ମ ପୂରଣ କରିବେ। ଅନ୍‌ଲାଇନ ଜରିଆରେ ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଫର୍ମ ପୂରଣ ଓ ଦେୟ ଦାଖଲ ​‌​‌କରିପାରିବେ ।

ସୂଚନାଥାଉକି, ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ।

Leave A Reply

Your email address will not be published.