Latest Odisha News

BREAKING NEWS

ପ୍ରଥମ ଟେଷ୍ଟ ଦ୍ୱିଶତକ ହାସଲ କଲେ ମୟଙ୍କ ଅଗ୍ରୱାଲ୍

ବିଶାଖାପାଟଣା: ଭାରତୀୟ ଓପନର୍ ମୟଙ୍କ ଅଗ୍ରୱାଲ ଜୀବନର ପ୍ରଥମ ଟେଷ୍ଟ ଶତକ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ୧ମ ଟେଷ୍ଟରେ ଭାରତୀୟ ଦଳ ଚା’ପାନ ବିରତି ସୁଦ୍ଧା ୩ ୱିକେଟ ହରାଇ କରିଛି ୪୫୩ ରନ ।

ଅଜିଙ୍କ୍ୟ ରାହାଣେ ୧୫ ରନ, ବିରାଟ କୋହଲୀ ୨୦ ରନ ଏବଂ ଚେତେଶ୍ୱର ପୂଜାରା ୬ ରନ କରି ନିଜ ୱିକେଟ ହରାଇଛନ୍ତି ।

ଏବେ ଦଳ ପକ୍ଷରୁ ରବୀନ୍ଦ୍ର ଜାଡେ଼ଜା ୯ ଏବଂ ହନୁମା ବିହାରୀ ୯ ରନ କରି କ୍ରିଜରେ ବ୍ୟାଟିଂ କରୁଛନ୍ତି ।

ପୂର୍ବରୁ ଦୁର୍ଦ୍ଧଶ ଓପନର୍ ରୋହିତ ଶର୍ମା ୧୭୬ ରନ କରି ଆକର୍ଷଣୀୟ ଶତକ ହାସଲ କରିଛନ୍ତି ।

Leave A Reply

Your email address will not be published.