Latest Odisha News

BREAKING NEWS

ଖାଦ୍ୟର ଅଭାବ ନେଇ ଭଦ୍ରକରେ ପ୍ରବାସୀଙ୍କ ବିରୋଧ

ଭଦ୍ରକ: ଖାଦ୍ୟାଭାବ ଏବଂ ରହଣୀ ସୁବିଧା ନଥିବା ଅଭିଯୋଗ କରି ପ୍ରାୟ ୧ ହଜାରରୁ ଅଧିକ ଓଡିଆ ପ୍ରବାସୀ ଶ୍ରମିକ ଭଦ୍ରକ ଜିଲ୍ଲାର ନାଲଙ୍ଗା ନିକଟରେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

ଏହି ପ୍ରବାସୀ ମାନେ ଶୁକ୍ରବାର ଦିନ ତାମିଲନାଡୁରୁ ଭଦ୍ରକ ଫେରିଥିବା ସୂତ୍ରରୁ ପ୍ରକାଶ।

ଏହାପୂର୍ବରୁ କରୋନାଭାଇରସ ବିସ୍ତାରକୁ ରୋକିବା ତଥା ପ୍ରବାସୀ ମାନଙ୍କୁ ସୁରୁଖୁରୁରେ ସଙ୍ଗରୋଧ କେନ୍ଦ୍ରକୁ ନେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ରେଳ ଷ୍ଟେସନ ଏବଂ ଏହାର ଆଖପାଖରେ ୧୪୪ ଧାରା ଲାଗୁ କରିଥିଲେ।

Comments are closed.