Latest Odisha News

BREAKING NEWS

ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ

ଗଞ୍ଜାମ : ଗଞ୍ଜାମରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଦିନ ୧୧ଟା ବାଜି ୧୯ ମିନିଟରେ ଗଞ୍ଜମରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.୫ ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି ।

ନୟାଗଡରେ ମଧ୍ୟ ଆଜି ସକାଳ ୧୧.୨୦ରେ ପ୍ରତି ସେକେଣ୍ଡରେ ଦୁଇଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା ।ଏହାକୁ ନେଇ ଲୋକମାନେ ଭୟଭୀତ ହୋଇପଡିଥିଲେ ।

ସୂଚନାଅନୁସାରେ ମାର୍ଚ୍ଚ ୩ ତାରିଖରେ କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପ ହୋଇଥିଲା ।ରିକ୍ଟର ସ୍କେଲରେ ଭୂମିକମ୍ପର ତ୍ରୀବ୍ରତା ୩.୫ ଥିଲା ।

Comments are closed.