Latest Odisha News

BREAKING NEWS

କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରାବାଇ ଚାନୁ

ଭୁବନେଶ୍ୱର: କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ମୀରବାଇ ଚାନୁ । ଭାରୋତ୍ତଳନରେ ୪୯ କେଜି ମହିଳା ବର୍ଗରେ ମୀରାବାଇ ଚାନୁ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ଜିତି ଆଣିଛନ୍ତି ।

ସର୍ବମୋଟ ଚାନୁ ୨୦୧ କେଜି ଭାରା ଉତ୍ତୋଳନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି ।

Leave A Reply

Your email address will not be published.