Latest Odisha News

BREAKING NEWS

Browsing Tag

Gold Medal

କୁସ୍ତିରେ ନବୀନଙ୍କୁ ସ୍ୱର୍ଣ୍ଣ, ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ୧୨ତମ ଗୋଲ୍ଡ ମେଡାଲ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ବଢ଼ି ଚାଲିଛି । ୭୪ କେଜି ଫ୍ରି-ଷ୍ଟାଇଲ ବର୍ଗରେ ନବୀନଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ । ପାକିସ୍ତାନର ମହମ୍ମଦ ଶରିଫ ତାହିରଙ୍କୁ ହରାଇ ନବୀନ କୁସ୍ତିରେ ସ୍ୱର୍ଣ୍ଣ ଜିତିଛନ୍ତି । କୁସ୍ତିରେ ଚଳିତ ବର୍ଷ ଭାରତକୁ ଷଷ୍ଠ ସ୍ୱର୍ଣ୍ଣ ପଦକ…

କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରାବାଇ ଚାନୁ

ଭୁବନେଶ୍ୱର: କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ମୀରବାଇ ଚାନୁ । ଭାରୋତ୍ତଳନରେ ୪୯ କେଜି ମହିଳା ବର୍ଗରେ ମୀରାବାଇ ଚାନୁ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ଜିତି ଆଣିଛନ୍ତି । ସର୍ବମୋଟ ଚାନୁ ୨୦୧ କେଜି ଭାରା ଉତ୍ତୋଳନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଭାରତକୁ ସ୍ୱର୍ଣ୍ଣ ଦେଲେ କୃଷ୍ଣା ନାଗର

ଟୋକିଓ: ପାରାଲିମ୍ପିକ୍ସରେ ଭାରତ ଏଥର ସ୍ୱର୍ଣ୍ଣିମ ଇତିହାସ ଲେଖିଛି । ପାରା ବ୍ୟାଡିମିଣ୍ଟନରେ ଗତକାଲି ପ୍ରମୋଦ ଭଗତ ସ୍ୱର୍ଣ୍ଣ ଜିତିଥିବା ବେଳେ ଆଜି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି କୃଷ୍ଣା ନାଗର । ପୁରୁଷ ସିଙ୍ଗଲ୍ସ ଝଐ୬ ବର୍ଗ ଫାଇନାଲରେ ହଂକଂ ବ୍ୟାଡମିଣ୍ଟନ ତାରକା ଚୁ ମ୍ୟାନ୍ କାଇଙ୍କୁ…

ସୁନା ଝିଅ ଅବନୀ ଲେଖରା, ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଜିତିଲେ ସ୍ୱର୍ଣ୍ଣ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦବଦବା ଜାରି ରହିଛି । ଜନ୍ମାଷ୍ଟମୀରେ ସୁଟିଂରୁ ଆସିଛି ଖୁସି ଖବର । ୧୦ ମିଟର ଏୟାର ରାଇଫଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ମହିଳା ସୁଟର ଅବନୀ ଲେଖରା । ମୋଟ୍ ୨୪୯.୬ ପଏଣ୍ଟ ହାସଲ କରିଛନ୍ତି । ଯାହାକି ପାରାଲିମ୍ପିକ୍ସରେ ଏକ ରେକର୍ଡ ।…