Latest Odisha News

BREAKING NEWS

Browsing Tag

Mirabai Chanu

ମଣିପୁର ନିଆଁ, ‘ସମ୍ମାନ ଦିଅ ନ ହେଲେ ସମ୍ମାନ ଫେରାଇ ଦେବୁ’

ଇମ୍ଫାଲ: ପାଖାପାଖି ମାସେ ହେଲା ମେ ୩ରୁ ମଣିପୁର ଅଶାନ୍ତ ହୋଇ ପଡ଼ିଛି । ଏବେ ସୁଦ୍ଧା ହିଂସାରେ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥିତି କେବେ ହେବ ସ୍ୱାଭାବିକ ? ଉତ୍ତରପୂର୍ବ ରାଜ୍ୟ ମଣିପୁରରେ ଶାନ୍ତି ଫେରାଇ ଆଣିବା ଲାଗି ଅଲମ୍ପିକ ପଦକ ବିଜେତା ମୀରାବାଇ ଚାନୁଙ୍କ ସହ ୧୧ କ୍ରୀଡ଼ାବିତ୍…

କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରାବାଇ ଚାନୁ

ଭୁବନେଶ୍ୱର: କମନଓ୍ୱେଲଥରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଲେ ମୀରବାଇ ଚାନୁ । ଭାରୋତ୍ତଳନରେ ୪୯ କେଜି ମହିଳା ବର୍ଗରେ ମୀରାବାଇ ଚାନୁ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ସ୍ୱର୍ଣ୍ଣ ଜିତି ଆଣିଛନ୍ତି । ସର୍ବମୋଟ ଚାନୁ ୨୦୧ କେଜି ଭାରା ଉତ୍ତୋଳନ କରି ଭାରତକୁ ଗୌରବାନ୍ୱିତ କରିଛନ୍ତି ।

ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ମୀରାବାଇ ଚାନୁ ସାଜିଲେ ମଣିପୁର ଏଏସ୍‌ପି

ଭୁବନେଶ୍ୱର: ଭାରତୀୟ ମହିଳା ଭାରୋତ୍ତଳନକାରୀ ସାଇଖୋମ୍ ମୀରାବାଇ ଚାନୁ । ୨୦୨୦ ଟୋକିଓ ଅଲିମ୍ପିକ୍‌ରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ ପଦକ ହାସଲ କରି ସେ ଇତିହାସ ରଚିଥିଲେ । ନିକଟରେ ଏହି ଅଲିମ୍ପିଆନ୍‌ଙ୍କୁ ମଣିପୁର ସରକାର ଉପହାର ସ୍ୱରୂପ ପୋଲିସ ବିଭାଗରେ ଉଚ୍ଚପଦସ୍ତ ପାହ୍ୟା ପ୍ରଦାନ…

ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ

ଟୋକିଓ: ଅଲିମ୍ପିକସରେ ପଦକ ଖାତା ଖୋଲିଛି ଭାରତ । ପ୍ରଥମ ପଦକ ଭେଟି ଦେଇଛନ୍ତି ମୀରାବାଇ ଚାନୁ । ରୌପ୍ୟ ପଦକ ହାସଲ କରିଛନ୍ତି ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ । ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ଜିତିଛନ୍ତି । ସେ ଅଲିମ୍ପିକ୍ସରେ ପଦକ ଦାବିଦାର ଥିଲେ । ତେବେ ଅଳ୍ପକେ ସ୍ୱର୍ଣ୍ଣ ପଦକରୁ…