Latest Odisha News

BREAKING NEWS

ଚାରି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପାରାଦୀପ: ଚାରି ଦିନ ତଳେ ଭୋସକାଲିସ ପଏଣ୍ଟ ସମୁଦ୍ରରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ୪ ଦିନ ପରେ ମିଳିଲା ମୃତଦେହ । ତାଙ୍କ ନାଁ ସିଦ୍ଧାନ୍ତ ପ୍ରଧାନ । ସାଉଥ ଗେଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ସମୁଦ୍ର କୂଳରେ ଖେଳୁଥିବା ବେଳେ ସମୁଦ୍ରରେ ସେ ଭାସି ଯାଇଥିଲେ ।

Leave A Reply

Your email address will not be published.