Latest Odisha News

BREAKING NEWS

Browsing Category

ପାରାଦୀପ

Paradip

ଦୁର୍ବଳ ହେଉଛି ବାତ୍ୟା ଅସାନି : ପ୍ରଭାବରେ ପାରାଦୀପରେ କୂଳ ଲଙ୍ଘୁଛି ସମୁଦ୍ର

ପାରାଦୀପ: ଦୁର୍ବଳ ହେଲା ବାତ୍ୟା ‘ଅସାନି’ । ଆଜି ସନ୍ଧ୍ୟାରେ ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇଛି ‘ଅସାନି’ । ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରୁଛି ଗଭୀର ଅବପାତ । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଦୁର୍ବଳ ହୋଇ ଅବପାତରେ…

ବଟ ନଦୀରେ ମାଛ ମଡକ: ନଦୀରେ ଭାସୁଛନ୍ତି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ

ପାରାଦୀପ : ପାରାଦୀପ ରାଇସମିଲରେ ମାଛ ମଡ଼କ । ପାରାଦୀପରେ ଥିବା ବଟ ନଦୀରେ ମାଛ ମଡ଼କ ଦେଖାଦେଇଛି । ତେବେ ରାଜନୈତିକ ଶତ୍ରୁତାକୁ ନେଇ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଷ ପକାଇଦେବା କାରଣରୁ ଟନ ଟନ ମାଛ ମରିଥିବା ଅଭିଯୋଗ ଆଣିଛନ୍ତି ଘେରି ମାଲିକ । ଗତ ପୌର ନିର୍ବାଚନରେ ପାରାଦୀପ ରାଇସମିଲ…

ପାରାଦୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୧’

ପାରାଦୀପ:  ସମୁଦ୍ରରେ କିପରି ଶତ୍ରୁଙ୍କୁ ଦିଆଯିବ ଜବାବ । ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି କିପରି କରାଯିବ ଅପରେସନ । ଏନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୧’ ।  ଓଡ଼ିଶାର ୪୮୦ କିଲୋମିଟର ବେଳାଭୂମିରେ ବାହ୍ୟ ଶତୃଙ୍କ ମୁକାବିଲା ପାଇଁ ମିଳିତ…

ପାରାଦୀପ ଉପାଧ୍ୟକ୍ଷ ନିର୍ବାଚନ: ବିଜେଡିରୁ କ୍ରସ ଭୋଟିଂ, ଖେଲା କରିଦେଲା ‘ଆମ ପାରାଦୀପ’

ପାରାଦୀପ: ଯେଉଁ ଆସନକୁ ଶାସକ ଦଳ ବିଜେଡି ଖୁସିରେ ଖୁସିରେ ହାତେଇ ପାରିଥାନ୍ତା ସେହି ଆସନକୁ କିନ୍ତୁ ହାତେଇ ନେଲା ଆମ ପାରାଦୀପ ସଂଗଠନ ସମର୍ଥୀତ ପ୍ରାର୍ଥୀ । ପାରାଦୀପ ପୌରଉପାଧ୍ୟକ୍ଷ ନିର୍ବାଚନରେ ଏପରି କିଛି କରି ବିଜେଡି ବିଧାୟକ ସମ୍ବିତ ରାଉତରାୟ ଗୋଷ୍ଠୀଙ୍କୁ ଚେକ୍ ଦେଇଛନ୍ତି ବାପି…

ବିସ୍ଥାପିତଙ୍କ ବିରୋଧ: ଦାବି ପୂରଣ ନହେଲେ ମହନଦୀରେ ଝାସ ଚେତାବନୀ

ପାରାଦୀପ: ଦାବି ପୂରଣ ନହେଲେ ଗ୍ରାମବାସୀ ସାମୂହିକ ମହାନଦୀରେ ଦେବେ ଝାସ  । ପାରାଦୀପ ସ୍ଥିତ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଦିର୍ଘ ୧୫ ବର୍ଷ ତଳେ କମ୍ପାନୀକୁ ସହଯୋଗ କରିଥିଲେ, ଏବେ ହକ୍ ପାଇଁ ୧୧ ଦିନ ହେଲା ଖରାରେ ବସିଛନ୍ତି ସେମାନେ।…

ଭାରତ ବନ୍ଦ ବେଳେ ପାରାଦୀପ ବନ୍ଦାରାଞ୍ଚଳରେ ଫସିଥିବା ଡ୍ରାଇଭରଙ୍କୁ ଖ୍ୟାଦ୍ୟ ବାଣ୍ଟିଲା ଜେ ଏସ ଡବ୍ଳୁ

ପାରାଦୀପ : ଭାରତ ବନ୍ଦ ବେଳେ ଖାଦ୍ୟ ଯୋଗାଇଲା ଜେ ଏସ୍ ଡବ୍ଲୁ ।   ଭାରତ ବନ୍ଦ ବେଳେ ଭୋକ ଉପାସରେ  ପାରାଦୀପ ବନ୍ଦରାଞ୍ଚଳରେ ଫସି ରହିଥିବା ଡ୍ରାଇଭର ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇଲା ଜେ ଏସ ଡବ୍ଳୁ । ପାରାଦୀପରେ ବିଭିନ୍ନ ଦାବି ନେଇ ଶ୍ରମିକ ସଙ୍ଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକାର…

[ଭିଡ଼ିଓ] ସରଗରମ ରାଜନୀତି ମଇଦାନ, ଭୋଟ୍ ହାତେଇବାକୁ ପ୍ରାର୍ଥୀଙ୍କ ଟକ୍କର

ଜଗତସିଂହପୁର: ସରଗରମ ରାଜନୀତି ମଇଦାନ । ଦଳ ଦଳ ମଧ୍ୟରେ ଲାଗିଛି ଟକ୍କର । ଭୋଟ୍ ହାତେଇବାକୁ ଘର ଘର ବୁଲୁଛନ୍ତି ଆଶାୟୀ ପ୍ରାର୍ଥୀ। ସେହିଭଳି ଜଗତସିଂହପୁର ୩ ନମ୍ବର ଜୋନରେ ବିଜୁ ଜନତା ଦଳର ଜୋନ ସ୍ତରୀୟ କର୍ମୀ ସମ୍ମିଳନୀରେ ୮ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନେ ଯୋଗ…

ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କମ୍ପାନୀ ସମ୍ମୁଖରେ ଧାରଣା ଦେଲେ ଶତାଧିକ ଶ୍ରମିକ

ପାରାଦ୍ୱୀପ: ପାରାଦ୍ୱୀପ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା । ସରକାରଙ୍କ ଶ୍ରମ ଆଇନକୁ ଅବମାନନା କରି କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଶତାଧିକ ଶ୍ରମିକମାନେ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି । ଫଳରେ କାରଖାନା…

ଭାରସାମ୍ୟ ହରାଇ ଓଲଟିଲା କାର , ଡ୍ରାଇଭର ମୃତ, ୨ଗୁରୁତର

ପାରାଦୀପ : ପାରାଦୀପରେ ମର୍ମନ୍ତୁଦ ଦୁର୍ଘଟଣା । ପାରାଦୀପ ଗଡଚୁନ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହୋଇ କାର ଓଲଟି ପଡିିଛି ।ଫଳରେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଛି । ଗାଡିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ପ୍ରଥମେ ଅଠରବାଙ୍କୀ ଓ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ଉଦ୍ଧାର ହେଲା ବିରଳ କଇଁଛ, ଦେଖିବାକୁ ଲୋକଙ୍କ ଭିଡ଼

ପାରାଦ୍ୱୀପ: ଉଦ୍ଧାର ହୋଇଛି ବିରଳ କଇଁଛ । ପାରାଦ୍ୱୀପ ବଡ଼ ଗ୍ରାମରୁ ଏହି କଇଁଛ ଉଦ୍ଧାର ହୋଇଛି । କଇଁଛର ଉପର ଓ ତଳ ଭାଗରେ ପଟି ପଟି ହୋଇ କ୍ରସ ଚିହ୍ନ ରହିଛି । ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି । କଇଁଛଟିକୁ ଛୋଟ ପିଲାମାନେ ଖେଳୁଥିବାବେଳେ ଦେଖିଥିଲେ । ଏହା ଦୁଇରୁ ତିନି ମାସର…