Latest Odisha News

BREAKING NEWS

Browsing Tag

Deadbody Rescued

ଯୋବ୍ରା ବ୍ୟାରେଜରେ ସନ୍ତରଣ ଶିଖିବାବେଳେ ମହାନଦୀରେ ବୁଡ଼ି ମୃତ

କଟକ: ମହାନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପୀର ବଜାରର ସୋହେଲ ଖାନ । ଯୋବ୍ରା ବ୍ୟାରେଜରେ ବୁଡ଼ି ସେ ନିଖୋଜ ଥିଲେ । ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯୋବ୍ରା ବ୍ୟାରଜରେ ସନ୍ତରଣ ଶିଖିବା ବେଳେ ଅଘଟଣ ଘଟିଛି । ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ୨୦ରୁ ଅଧିକ…

ରେଳ ଧାରଣାରେ ପଡ଼ିଛି ଅଚିହ୍ନା ଯୁବକଙ୍କ ମୃତଦେହ

ଯାଜପୁର: ଚ୍ରେନ୍ ଲାଇନରେ ପଡ଼ିଛି ଅଜଣା ଯୁବକଙ୍କ ମୃତଦେହ । ଯାଜପୁର ଜିଲ୍ଲା ହରିଦାସପୁର-ଧାନମଣ୍ଡଳ ରେଳ ଲାଇନର ଖୋସାଲିପୁର ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ଆଜି ସକାଳେ ସ୍ଥାନୀୟ ଲୋକ ରେଲ ଧାରଣାରେ ମୃତଜେହ ପଡ଼ିଥିବା ଦେଖିଥିଲେ । ଏହାପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଆରପିଏଫ୍ । ଆରପିଏଫ…

ଝୁଲନ୍ତା ଅବସ୍ଥାରେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର

କଟକ: ଜଣେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର । ଓଲଟପୁର ଥାନା ଅନ୍ତର୍ଗତ କଣ୍ଟାପଡ଼ା ସରସ୍ଵତୀ ଶିଶୁମନ୍ଦିର ପଛ ପଟରୁ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକମାନେ ହେଲେ ବାଘୁଆ ଗାଁର ଲୋଚନ ଭୋଇ ଓ ଚିନା…

ଚାରି ଦିନ ପରେ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ପାରାଦୀପ: ଚାରି ଦିନ ତଳେ ଭୋସକାଲିସ ପଏଣ୍ଟ ସମୁଦ୍ରରେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ୪ ଦିନ ପରେ ମିଳିଲା ମୃତଦେହ । ତାଙ୍କ ନାଁ ସିଦ୍ଧାନ୍ତ ପ୍ରଧାନ । ସାଉଥ ଗେଟ ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ସମୁଦ୍ର କୂଳରେ ଖେଳୁଥିବା ବେଳେ ସମୁଦ୍ରରେ ସେ ଭାସି ଯାଇଥିଲେ ।

ମହେନ୍ଦ୍ର ତନୟା ନଦୀରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଗଜପତି: ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ତନୟା ନଦୀରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ କିଛି ଲୋକେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ନଦୀରେ ଏଖ ମୃତଦେହ ଭାସୁଥିବା ଦେଖିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପରେ ଅଗ୍ନିଶମ ବାହିନୀର…

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖୋର୍ଦ୍ଧା: ଜଙ୍କିଆ ଥାନା ଛଣଗିରି ରାସ୍ତା କଡ଼ରୁ ଜଣେ ଯପୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ଶେଖ ସୁଲେମାନ । ଘର ଛଣଗିରି ଗାଁରେ । ତାଙ୍କୁ କେହି ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା…