Latest Odisha News

BREAKING NEWS

ମିଥୁନଙ୍କ ମାତୃ ବିୟୋଗ: ଶୋକରେ ପୁରା ପରିବାର

ବମ୍ବେ: ବଲିଉଡରେ ଡ଼୍ୟାନ୍ସିଂ ଷ୍ଟାର ଭାବେ ଜଣାଶୁଣା ମିଥୁନ୍ ଚକ୍ରବର୍ତ୍ତୀଙ୍କ ମାଆ ଶାନ୍ତିରାଣୀ ଦେବୀଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏନେଇ ମିଥୁନ୍‌ଙ୍କ ପୁଅ ନାମଶି ଚକ୍ରବର୍ତ୍ତୀ ଜଣାଇଛନ୍ତି । ଏହି ଖବର ପ୍ରଚାର ହେବା ପରେ ଶାନ୍ତିରାଣୀଙ୍କ ଶେଷ ଦର୍ଶନ କରିବା ପାଇଁ ବହୁ ଅଭିନେତା,ପ୍ରଯୋଜକ ଓ ନିର୍ଦ୍ଦେଶକ ହସପିଟାଲରେ ପହଞ୍ôଚଥିଲେ । ଏନେଇ ମିଥୁନଙ୍କ ପରିବାର ସହ ପ୍ରଶଂସକଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି । ଏଥିସହ ବିଭିନ୍ନ କଳାକାରଙ୍କ ସହ ରାଜନେତାମାନେ ଟୁଇଟ କରି ଶୋକବ୍ୟକ୍ତ କରିଛନ୍ତିି । ଶୁକ୍ରବାର ମୁମ୍ବାଇରେ ଶାନ୍ତିରାଣୀଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

BjdElectrycity

ମିଥୁନ ଏବେ ଏକ ଡାନ୍ସ କାର୍ଯ୍ୟକ୍ରମରେ କିିଛି ଦିନ ତଳେ ତାଙ୍କ ମା’ଙ୍କ ବିଷୟରେ କହିଥିଲେ ।

Leave A Reply

Your email address will not be published.