ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଜେଡି ବିଧାୟକ ବଦ୍ରି ପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଛି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ବଦ୍ରିନାରାୟଣ ପାତ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତାଙ୍କର ହାର୍ଟରେ ଦୁଇଟି ବ୍ଲକେଜ ଥିବା ଜଣାପଡ଼ିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।
BREAKING NEWS
- ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର କନସୁଲ ଜେନେରାଲ, ଓଡ଼ିଶା-ଅଷ୍ଟ୍ରେଲିଆ ମଧ୍ୟରେ ବଢ଼ିବ ସହଯୋଗ
- ଆଇପିଏଲ ନେଇ ବିସିସିଆଇ ଜାରୀ କରିଛି କଡା ନିୟମ
- Afghanistan Pakistan Conflict: ‘ଆଉ ଆଲୋଚନା ନୁହେଁ, ସିଧା ପ୍ରତିଶୋଧ ନେବୁ…’, କାବୁଲରେ ବିମାନ ଆକ୍ରମଣ ପରେ ତାଲିବାନର ଘୋଷଣା
- Congress Suspends 3 MLAs: ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ, ତିନି ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ
- ବଢ଼ିଲା କ୍ରସଭୋଟିଂ କରିଥିବା ବିଧାୟକଙ୍କ ସୁରକ୍ଷା
- Nuclear Weapon Against Iran: ଯୁଦ୍ଧରେ ଇରାନ ବିରୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ କି ଇସ୍ରାଏଲ? ଟ୍ରମ୍ପ କହିଲେ…
- ଅସୁରକ୍ଷିତ ଗହୀରମଥା ଅଭୟାରଣ୍ୟ: ଅକାଳରେ ମରୁଛନ୍ତି ଅଲିଭ୍ ରିଡ୍ଲେ, ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ
- କାହିଁକି ଓ କାହା ଭୁଲରୁ ଘଟିଗଲା SCB ଅଗ୍ନିକାଣ୍ଡ?
- JDU ନା BJP: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସ୍ରୁ ବାହାରିଲେ ଏହି ନେତା
- Weather Update: କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କତା ଜାରି
Comments are closed.