ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ ପାଇଁ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ବରମୁଣ୍ଡା ବସଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର ଯାଏଁ ରୁଟ୍ ନମ୍ବର ୩୨ରେ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମୋ ବସ୍ ଚାଲିବ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।
? Notice
On the occasion of #MahaShivratri (March 11,Thursday) #MoBus ? service on Route 32 (Baramunda Bus Stand-Lingaraj Temple) will be available till midnight.
Travel in comfort of MoBus to the abode of Lord Lingaraj. ?
Find the time table below ?#MoBusforBetterYou pic.twitter.com/UMnpmq4ZvN
— Capital Region Urban Transport (@CRUT_BBSR) March 10, 2021
ମୋ ବସ୍ ଚଳାଚଳ ଯୋଗୁଁ ଶ୍ରଦ୍ଧାଳୁମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବାର ଦର୍ଶନ କରି ସୁବିଧାରେ ଫେରିପାରିବେ । ଏହି ରୁଟ୍ରେ ୮ଟି ବସ୍ ଚଳାଚଳ କରିବ ।
Comments are closed.