Latest Odisha News

BREAKING NEWS

ଦୀପାବଳିରେ ୨ଟା ଯାଏଁ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୪ ତାରିଖ ତଥା ଦୀପାବଳି ଅବସରରେ ‘ମୋ ବସ୍’ ସେବା ଚଳାଚଳ ଉପରେ କ୍ରୁଟ୍ ପକ୍ଷରୁ କଟକଣା ଲଗାଇବା ନିଷ୍ପତ୍ତି ହୋଇଛି।

କ୍ରୁଟର ସୂଚନା ଅନୁଯାୟୀ ବସ୍ ଗୁଡିକ ୧୫ଟି ରୁଟରେ ଅପରାହ୍ନ ୨ଟା ଯାଏଁ ଚଳାଚଳ କରିବ।

 

ତେବେ ମାଷ୍ଟର କ୍ୟାଣ୍ଟିନ ଟର୍ମିନାଲରେ ପାସ୍ କାଉଣ୍ଟର ବନ୍ଦ ରହିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.