Latest Odisha News

BREAKING NEWS

ରାଜଧାନୀରେ ଆରମ୍ଭ ହେବ ମୋ ଇ-ରାଇଡ଼ ସେବା, ଇ-ରିକ୍ସା ଚଲାଇବେ କିନ୍ନର

ଭୁବନେଶ୍ୱର: କ୍ରୁଟ୍ (କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ) ଆଣିଛି ନୂଆ ସମ୍ଭାବନା । ରାଜଧାନୀରେ ଗଡ଼ିବ ମୋ ବସ ଭଳି ମୋ ଇ-ରିକ୍ସା ଓ ଇ-ବସ୍ । ତାହାକୁ ଚଳାଇବେ ମହିଳା ଓ କିନ୍ନର । ଏନେଇ ମହିଳା ଇ ଡ୍ରାନ୍ସଜେଣ୍ହରମାନଙ୍କୁ ୩ମାସ ହେବ ପ୍ରଶିକ୍ଷଣ ଦିଆଯାଉଛି ।

ବର୍ତ୍ତମାନ ରାଜ୍ୟ ସରକାର ଇ-ଯାନକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେ ନେଇ ଇ-ବସ୍ ଓ ଇ-ରିକ୍ସା ସେବା ରାଜଧାନୀରେ ଖୁବ ଶିଘ୍ର ଆରମ୍ଭ କରିବେ ରାଜ୍ୟ ସରକାର ।

Comments are closed.