Latest Odisha News

ଓଡ଼ିଶାର ଏହି ବିଦ୍ୟାଳୟକୁ ପୋଷ୍ୟ କଲେ ଓଟିଡିସି ଅଧ୍ୟକ୍ଷା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଅଭିଯାନ ଅଧିନରେ ଓଡିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ବଲାଙ୍ଗୀରର ଅଲମା ମତର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।

ସେ କହିଛନ୍ତି ଯେ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ଶିକ୍ଷାରେ ଗୁଣବତ୍ତା ଏବଂ ଶିକ୍ଷାଦାନ ପ୍ରଣାଳୀ ଉପରେ ଏବେ ତାଙ୍କର ଧ୍ୟାନ ରହିବ।

ଏହାପୂର୍ବରୁ ୨୦୧୮ ମସିହାରେ ଶ୍ରୀମତି ମିଶ୍ର ଏବଂ ଅନ୍ୟ ସ୍କୁଲ ସାଙ୍ଗମାନେ ବିଦ୍ୟାଳୟକୁ ଅର୍ଥ ରାଶି ଦାନ କରିଥିଲେ।

Comments are closed.