Latest Odisha News

BREAKING NEWS

୨୦୨୪ ପୂର୍ବରୁ ୫୦ ପ୍ରତିଶତ ହ୍ରାସ ପାଇବ ସଡକ ଦୁର୍ଘଟଣା!

ନୂଆଦିଲ୍ଲୀ: ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର କହିଛନ୍ତି ଯେ ୨୦୨୪ ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ୫୦ ପ୍ରତିଶତ ହ୍ରାସ କରିବା ପାଇଁ କେନ୍ଦ୍ରର ଲକ୍ଷ୍ୟ ରଖିଛି।

ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ସହରରେ ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ବିଶ୍ୱ ବ୍ୟାଙ୍କ ଏବଂ ଏଡିବି ଏହି ଯୋଜନାକୁ ମଞ୍ଜୁରୀ ଦେଇସାରିଛନ୍ତି। ଯେଉଁଥିରେ କେନ୍ଦ୍ର ବ୍ଲାକ୍‌ ସ୍ପଟ୍‌ ହଟାଇବା ପାଇଁ ୧୪ ହଜାର କୋଟି ଆବଣ୍ଟନ କରୁଛି।

 

Leave A Reply

Your email address will not be published.