Latest Odisha News

BREAKING NEWS

Browsing Tag

Road accident

ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଆହତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଶନିବାର ଦିନ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲିବିତ ଗସ୍ତରେ ଯାଉଥିବା ବେଳେ ଦୁର୍ଘଟଣା…

ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ୍, ୩ ଜଣଙ୍କ ମୃତ୍ୟୁ

ବାରିପଦା: ଶନିବାର ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଟ୍ରକକୁ ପଛରୁ ପିଟିବା ଫଳରେ ବାଇକରେ ଯାଉଥିବା ୩ ଜଣ ଜୀବନ ହାରିଛନ୍ତି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର କରଞ୍ଜିଆ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।…

ଇନଷ୍ଟାଗ୍ରାମରେ ରିଲ୍ ପୋଷ୍ଟର କେଇ ମିନିଟ୍ ପରେ ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

ବ୍ରହ୍ମପୁର: କେଇ ମିନିଟରେ ମିଳେଇଗଲା ଖୁସି । ସୋସିଆଲ୍ ମିଡିଆରେ ରିଲ୍ ଅପଲୋଡର କେଇ ମୁହୂର୍ତ୍ତରେ ଜଣେ ଯବାନଙ୍କ ଜୀବନ ଚାଲି ଯାଇଛି । ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ବିଏସଏଫ୍ ଯବାନ । ମୃତ ଯବାନ ଜଣଙ୍କ ଗଞ୍ଜାମ ଜିଲ୍ଲା କୁସରବାର ଜିତେନ୍ଦ୍ର କୁମାର ପାଢ଼ୀ । ୨୫ ବର୍ଷର ଜିତେନ୍ଦ୍ର…

୨ ଟ୍ରକ୍ ମଝିରେ ଚାପି ହୋଇ ଦମ୍ପତିଙ୍କ ମୃତ୍ୟୁ

ଅନୁଗୁଳ: ଟ୍ରକ୍ ନେଲା ୨ ଜୀବନ । ଦୁଇ ଟ୍ରକ୍ ମଝିରେ ଚାପି ହୋଇ ପ୍ରାଣ ହାରିଲେ ସ୍ୱାମୀ, ସ୍ତ୍ରୀ । ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ସ୍ୱାମୀ, ସ୍ତ୍ରୀ ବାଇକ୍ ଯୋଗେ ଯାଉଥିଲେ । ସେହି…

ଭୋଜିରୁ ଫେରୁଥିଲେ: ହାଇୱାକୁ ଧକ୍କା ଦେଲା କାର୍‌, ପରିବାରର ୫ ସଦସ୍ୟ ମୃତ

ବଲାଙ୍ଗୀର: ଜିଲ୍ଲାର ଛୁଇଁବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱାକୁ ପଛପଟୁ ଧକ୍କା ଦେଲା କାର୍‌। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରରେ ବଲାଙ୍ଗୀର ସହରଠାରୁ ୩ କିଲୋମିଟର୍ ଦୂର ଛୁଇଁବନ୍ଧ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱା ଟ୍ରକ୍‌କୁ ଏକ…

ଭୋଜି ସାରି ଫେରିବା ବେଳେ ବୋଲେରୋ ଚକା ତଳେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କାମାକ୍ଷାନଗର: ଭୋଜି କରିବାକୁ ସାଙ୍ଗ ସାଥୀଙ୍କ ସହ ହସଖୁସିରେ ଯାଇଥିଲେ । ହେଲେ ଫେରିବା ବେଳେ ଖେଳିଗଲା ଶୋକର ଛାୟା । ଚାହୁଁ ଚାହୁଁ ଚାରି ଚକିଆ ତଳେ ଚାଲିଗଲା ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନମ୍ବର ଜାତୀୟ ରାଜପଥର ସୁରପ୍ରତାପପୁର ଗାଁ ବନଦୁର୍ଗା ମନ୍ଦିର…

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍‌, ୨୦ରୁ ଉର୍ଦ୍ଧ୍ୱ ଆହତ

ଢେଙ୍କାନାଳ : ରେକୁଳା ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିପଡିଲା ଟାଟାଏସି ଭ୍ୟାନ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ମୂତାବକ, ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ଗ୍ରାମରୁ କୋଟଗରା…

ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର, ଘଟଣାସ୍ଥଳରେ ଚାଲିଗଲା ଜୀବନ

ରାୟଗଡ଼ା : ସକାଳୁ ସକାଳୁ ଅଘଟଣ । ମାଛ ବିକାଳି ଉପରେ ଚଢ଼ିଗଲା କଣ୍ଟେନର । ରାୟଗଡ଼ା ସହରର ପୂର୍ତ୍ତ ବିଭାଗ ବଙ୍ଗଳା ଆଗରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ । ମାଛ ବିକ୍ରି କରୁଥିବା ବେଳେ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ ଉପରେ ମାଡ଼ିଯାଇଥିଲା…

ସାଙ୍ଗ ବାହାଘରକୁ ଯାଉଥିଲେ ୩ ସାଙ୍ଗ, ବାଟରେ ଜୀବନ ନେଇଗଲା ଯମ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପରିବା ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ୩ ଜଣ ଯୁବକ ଘଟଣା ସ୍ଥଳରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, ବାଇକରେ କୁଳେଇ ଗାଁର ୩…

ଅଷ୍ଟପ୍ରହରୀ ନାମ ଯଜ୍ଞ ପ୍ରସ୍ତୁତି ପାଇଁ ଯାଇଥିଲେ, ବାଟରେ ଚାଲିଗଲା ୨ ଜୀବନ

କାମାକ୍ଷାନଗର: ମୃତ୍ୟୁ କେତେବେଳେ, କେଉଁଠି ଓ କେମିତି ଆସିବ କେହି ଜାଣି ନଥାନ୍ତି । ଏଇ ଯେମିତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁର ୬ ଜଣ ଅଷ୍ଟପ୍ରହରୀ ନାମ ଯଜ୍ଞ ପାଇଁ ଜଙ୍ଗଲରୁ ଝାଟି ଆଣିବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଫେରିବା ବାଟରେ ଦୁର୍ଘଟଣାରେ ୨ ଜଣଙ୍କ…