Latest Odisha News

BREAKING NEWS

ମହମ୍ମଦ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର :  ମହମ୍ମଦ ଜୟନ୍ତୀ ପାଳିତ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଥିବା ଅବଦୁଲ ସକୁରସାହା ବାବାଙ୍କ ମସଜିଦ ପରିସରରେ ଆଜି ମହମ୍ମଦ ଜୟନ୍ତି ପାଳିତ ହୋଇଯାଇଛି  । ଏହି ଅବସରରେ ମସଜିଦରୁ ଏକ ଶୋଭାଯାତ୍ରା ବାହାରି କୋଭିଡ କଟକଣାକୁ ମାନି ତରଭା ସହର ପରିକ୍ରମା କରିବା ସହିତ ମସଜିଦକୁ ଫେରିଥିଲା । ପୃଥିବୀ ରୁ କୋରୋନା ମହାମାରୀ କିପରି ଶିଘ୍ର ଫେରିଯାଉ ବୋଲି ବାବାଙ୍କ କବର ଆଗରେ ସମସ୍ତ ମୁସଲିମ ଭାଇଭଉଣି ମାନେ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.