Latest Odisha News

ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ଅଭିନେତା ମୋହନ ବାବୁଙ୍କ ହାତ! 

ହାଇଦ୍ରାବାଦ: କନ୍ନଡ ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପଛରେ ପ୍ରସିଦ୍ଧ ତେଲୁଗୁ ସିନେମା ଅଭିନେତା ମୋହନ ବାବୁଙ୍କ ହାତଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଜଣେ ସମାଜସେବୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଚିତୀମଲୁ ଏସିପି ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଛନ୍ତି। ଯେଉଁଥିରେ ଅଭିନେତା ମୋହନ ବାବୁଙ୍କୁ ସୌନ୍ଦର୍ଯ୍ୟାଙ୍କୁ ହତ୍ୟା କରିଥିବା କହିଛନ୍ତି।

ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ୧୭ ଏପ୍ରିଲ ୨୦୦୪ରେ ଏକ ବିମାନ ଦୁର୍ଘଟଣାରେ ହୋଇଥିଲା। ଏହି ଦୁର୍ଘଟଣାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ରାଜଶେଖର ରେଡ୍ଡୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

 

Comments are closed.